ଏପରି ପଡ଼ୋଶୀକୁ ଦୁରୁ ଜୁହାର…ପ୍ରଲୋଭିତ କରି ଫ୍ଲାଟକୁ ନେଲା, ନାବାଳିକା ସହ ଦୁଷ୍କର୍ମ କଲା ଦୁର୍ବୃତ୍ତ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣିଥରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଜଣେ 10 ବର୍ଷୀୟା ବାଳିକା ସହିତ ବଳାତ୍କାର ମାମଲା ସାମ୍ନାକୁ ଆସିଛି । ଏହି…