ଏମିତି ବି ଆସେ ମୃତ୍ୟୁ…30 ବର୍ଷୀୟ ସୈନିକଙ୍କୁ ଆସିଲା ହାର୍ଟ ଆଟାକ୍, ସେ ନିଜେ ବାଇକ୍ ଚଳାଇ ହସ୍ପିଟାଲ ଯାଇଥିଲେ ହେଲେ ….
ନୂଆଦିଲ୍ଲୀ: ଆଜିକାଲି ହୃଦଘାତର ମାମଲା ବହୁତ ବଢ଼ିଯାଇଛି । ସୁସ୍ଥ ଦେଖାଯାଉଥିବା ବ୍ୟକ୍ତି ଗୋଟିଏ ଷ୍ଟ୍ରୋକରେ ମୃତ୍ୟୁବରଣ କରିପାରନ୍ତି । ନିକଟରେ, ଲକ୍ଷ୍ନୌରେ ସମାନ ଏକ ଘଟଣା ଦେଖିବାକୁ ମିଳିଥିଲା ଯେଉଁଠାରେ…