Union Bankରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, 2691 ପଦବୀ ପାଇଁ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ: ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବମ୍ପର ନିଯୁକ୍ତି ବାହାରିଛି । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୬୯୧ଟି ଆପ୍ରିସେଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି । ଏହି ନିଯୁକ୍ତି 25ଟି…

ସ୍ଥଗିତ ହେଲା ଦଶମ-ଦ୍ବାଦଶ ବୋର୍ଡ ପରୀକ୍ଷା, ସୂଚୀ ଜାରି କଲେ ସରକାର

ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ମେଳା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଏଠାକୁ ଆସୁଥିବା ଭକ୍ତଙ୍କ ଧାରା ଥମିବାର ନାଁ ନେଉନାହିଁ । ମହାକୁମ୍ଭ ମେଳାର ଶେଷ ସପ୍ତାହାନ୍ତ ପାଇଁ ପ୍ରୟାଗରାଜରେ ପୁଣି ଥରେ…

(Video) ରାତି ଅଧରେ ଚଳନ୍ତା ଗାଡ଼ିରେ ଖଣ୍ଡା ବୁଲାଇ ଷ୍ଟଣ୍ଟ କରି ନାମନେଲେ ଯୁବକ, 5 ଜଣଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ବର୍ତ୍ତମାନ ଷ୍ଟଣ୍ଟ ନିଶାରେ ଯୁବପିଢି। ଏହାରି ଭିତରେ ବେଙ୍ଗାଲୁରୁରୁ ସାମ୍ନାକୁ ଆସିଲା ଆଉ ଏକ ଭିଡିଓ । ବେଙ୍ଗାଲୁରୁର ଡିଜେ ହଲ୍ଲି ଏବଂ ରାମମୂର୍ତ୍ତି ନଗର ଅଞ୍ଚଳରେ ଖଣ୍ଡା ଧରି ଚଳନ୍ତା ବାଇକରେ ଷ୍ଟଣ୍ଟ…

ଉଦିତ ନାରାୟଣଙ୍କ ସହିତ ରହିବାକୁ ନିବେଦନ କରୁଛନ୍ତି ପ୍ରଥମ ପତ୍ନୀ, ଆଜି କୋର୍ଟରେ ହାଜର ହୋଇ ସଫା ସଫା ମନା କରିଦେଲେ ଗାୟକ

ନୂଆଦିଲ୍ଲୀ:  ଶୁକ୍ରବାର ଦିନ ପ୍ରସିଦ୍ଧ ବଲିଉଡ ଗାୟକ ଉଦିତ ନାରାୟଣ ଝା ସୁପୌଲ ପରିବାର କୋର୍ଟରେ ହାଜର ହୋଇଥିଲେ । ପ୍ରଥମ ପତ୍ନୀ ରଞ୍ଜନା 2022 ମସିହାରେ ନାରାୟଣ ଝା ଉଦିତଙ୍କ ସହିତ ରହିବା ନେଇ ଦାୟର କରିଥିଲେ । …

ରାଜ୍ୟ ବଜେଟ: କଟାକ୍ଷ କଲେ ନବୀନ ପଟ୍ଟନାୟକ, ‘ଏବେ ରଙ୍ଗ ଆଉ ନାଁ ପରିବର୍ତ୍ତନ ପାଇଁ ଜଣାଶୁଣା ଓଡ଼ିଶା’

ଭୁବନେଶ୍ବର: ରାଜ୍ୟ ବଜେଟକୁ କଟାକ୍ଷ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବସ୍ତାନୀ ଭାରି, ପାଠ ଘର ଶୂନ କହି କଟାକ୍ଷ କରିଛନ୍ତି । ସେ କହିଛନ୍ତି, ଡବଲ ଇଞ୍ଜିନ ଓଡ଼ିଶାକୁ ଆଗକୁ ନେବାର ଥିଲା, ଓଲଟା ଦିଗରେ ଗଲା…

ହାତ ହରାଇବା ପରେ 38 ବର୍ଷୀୟାଙ୍କ ସହିତ ହେଲା ଚମତ୍କାର, ଶରୀରରେ ଲାଗିଲା ୭୬ ବର୍ଷୀୟା ବୃଦ୍ଧାଙ୍କ…

ନୂଆଦିଲ୍ଲୀ:  ଫରିଦାବାଦର ଅମୃତା ହସ୍ପିଟାଲର ଡାକ୍ତରମାନଙ୍କର ଚମତ୍କାରିତା । 76 ବର୍ଷୀୟା ବୃଦ୍ଧାଙ୍କର ହାତକୁ ୩୮ ବର୍ଷୀୟା ମହିଳାଙ୍କ ଦେହରେ ଯୋଡିଛନ୍ତି । ଏହି ଅପରେସନ ପାଇଁ ତାଙ୍କୁ 12 ଘଣ୍ଟା ଲାଗିଥିବା ସୂଚନା…

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା: ମିଛ କହୁଛନ୍ତି କି ସୁରକ୍ଷା କର୍ମଚାରୀ? କଥାରେ ରହୁନି ତାଳମେଳ

ଭୁବନେଶ୍ବର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଣିଥରେ ଆରମ୍ଭ ହେଲା ଖୋଳତାଡ଼ । ପୁନଃ ତଦନ୍ତ ଆରମ୍ଭ ହୋଇଛି । ପ୍ରଥମେ ଏତଲା ଦେଇଥିବା…

Zodiac Signs: 2025ରେ ଏହି ରାଶିର ବ୍ୟକ୍ତିବିଶେଷ ହୋଇଯାଆନ୍ତୁ ସାବଧାନ! ନିଜର ଲୋକଙ୍କ ଠାରୁ ମିଳିପାରେ ଧୋକା

ନୂଆଦିଲ୍ଲୀ:  ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହର ଏକ ବିଶେଷ ସ୍ଥାନ ଅଛି । ଯାହାକୁ ଶକ୍ତି, ସାହସ ଏବଂ ଶକ୍ତି ଇତ୍ୟାଦିର ଦାତା ବୋଲି ବିବେଚନା କରାଯାଏ । ବୈଦିକ କ୍ୟାଲେଣ୍ଡରର ଗଣନା ଅନୁସାରେ, 2025 ବର୍ଷ ଭଗବାନ…

ଦିନସାରା ଇନଷ୍ଟା ରିଲ୍ସ କରୁଥିଲେ କନ୍ୟା, ବିବାହର ଗୋଟିଏ ଦିନ ପୂର୍ବରୁ ବର ଭାଙ୍ଗିଲା ସମ୍ପର୍କ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜନପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଇନଷ୍ଟାଗ୍ରାମ ପାଇଁ ଯୁବତୀଙ୍କର ବାହାଘର ଭାଙ୍ଗିଯାଇଥିବା କୁହାଯାଇଛି । ଦିନସାରା ଇନଷ୍ଟା ରିଲ୍ସ କରୁଛନ୍ତି ଯୁବତୀ-   ଏନେଇ…

4 ବର୍ଷରେ ଚୁନା ହେଲା ସୁନାର ସଂସାର! ଅଲଗା ହେଲେ ଚହଲ-ଧନଶ୍ରୀ, ସାମ୍ନାକୁ ଆସିଲା ପ୍ରକୃତ ସତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଶେଷରେ ଆଇନଗତ ଭାବରେ ଆଜି ବିଚ୍ଛଦ ହୋଇଛନ୍ତି । ବିବାହର 4 ବର୍ଷ ପରେ ଆଜି ସେମାନେ ସହମତିରେ ଅଲଗା ହୋଇଛନ୍ତି । ଗୁରୁବାର ଦିନ,…