(Video) ରାଗିଂର ସୀମା ପାର୍…ସିନିୟରମାନେ ଜୁନିୟରକୁ ମାଡ଼ ମାରିବା ସହିତ ଦେଲେ କରେଣ୍ଟ ସକ୍, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାର ଦାଚେପାଲିର ଏକ ସରକାରୀ ଜୁନିଅର କଲେଜରେ ରାଗିଂର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଞ୍ଚ ଜଣ ନାବାଳକ ଦ୍ୱିତୀୟ ବର୍ଷର ଛାତ୍ର ଜଣେ ପ୍ରଥମ ବର୍ଷର…