ହସ୍ପିଟାଲରେ ବନ୍ଦ ରହିବ ସେବା, ଡାକ୍ତରଙ୍କ ୨୪ ଘଣ୍ଟିଆ ଧର୍ମଘଟ ଡାକରା, IMA କଲା ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ ଆସୋସିଏସନ ଗୁରୁବାର ରାତିରେ ଘୋଷଣା କରିଛି ଯେ, ୧୭ ଅଗଷ୍ଟରେ ୨୪ ଘଣ୍ଟା ପାଇଁ ଦେଶବ୍ୟାପୀ ସ୍ୱାସ୍ଥ୍ୟ ସେବା ବନ୍ଦ ରହିବ। ଆଇଏମଏର କହିବାନୁଯାୟୀ, କୋଲକାତାର ଆରଜୀ କର ମେଡିକାଲ କଲେଜ…

ଆଗାମୀ ୩ ଘଣ୍ଟାରେ ୫ ଜିଲ୍ଲାରେ ବର୍ଷା, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳ ଜଳରେ ପରିପୂର୍ଣ୍ଣ ହୋଇ ରାସ୍ତାଘାଟରେ ପାଣି ଜମିବା ଦେଖିବାକୁ ମିଳୁଛି। ଏଥିରେ ଯାତାୟତ ପ୍ରଭାବିତ ହେଉଛି। ତେବେ…

୭୮ ତମ ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ସାରା ଦେଶ ପାଳନ କରୁଛି ୭୮ତମ ସ୍ୱାଧିନତା ଦିବସ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ…

‘ଆମେ ସଂକଳ୍ପ ନେଇ ଚାଲିଲେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିପାରିବା’, ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ୭୮ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋ ପ୍ରିୟ ଦେଶବାସୀ ଆମେ ସ୍ୱାଧୀନତାର…

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପିଏମ ମୋଦୀ, ଜନସଭାକୁ ସମ୍ବୋଧିତ କରି କହିଲେ ଏହି ମହାନ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରେ ପହଞ୍ଚିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପିଏମ ମୋଦୀ ଲାଲକିଲାରେ ପତାକା ଉତ୍ତୋଳନ କରିଛନ୍ତି । ସେ ଲଗାତାର ୧୧ଥର ପାଇଁ ଦେଶକୁ ଲାଲକିଲାରୁ ସମ୍ବୋନ୍ଧିତ…

ଦୁନିଆର ସବୁଠାରୁ ମୋଟା ବ୍ୟକ୍ତି କମାଇଲେ ୫୦୦ କିଲୋ ଓଜନ, ଜାଣନ୍ତୁ କିପରି ହେଲା ଏହି ଚମତ୍କାର

ନୂଆଦିଲ୍ଲୀ: ସାଉଦି ଆରବର ଖାଲିଦ ବିନ୍ ମୋହସେନ୍ ଶାରି ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଭାରୀ ଏବଂ ମୋଟା ଲୋକଙ୍କ ମଧ୍ୟରେ ଗଣାଯାଇଥିଲା। କିନ୍ତୁ ବର୍ତ୍ତମାନ ୬୧୦ କିଲୋଗ୍ରାମ ଖାଲିଦ ତାଙ୍କ ଓଜନ ପ୍ରାୟ ୧୦ ଗୁଣ…

୧୫ ଅଗଷ୍ଟ ଓ ରକ୍ଷାବନ୍ଧନରେ ରୁହନ୍ତୁ ସତର୍କ, ଶୁଭେଚ୍ଛା ପୋଷ୍ଟରେ କ୍ଲିକ କରିବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି କାଲିର ଦିନ ଭାରତର ଲୋକଙ୍କ ପାଇଁ ଉତ୍ସାହର ଦିନ। ୧୫ ଅଗଷ୍ଟ ୨୦୨୪ରେ ଭାରତରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହା ବ୍ୟତୀତ ୧୯ ଅଗଷ୍ଟରେ ରକ୍ଷାବନ୍ଧନ ପାଳନ କରାଯିବ। ବର୍ତ୍ତମାନ…

କିଏ ଇଡିର ନୂଆ ଡାଇରେକ୍ଟର ରାହୁଲ ନବୀନ, ଗୋଟେ ବର୍ଷରୁ ସମ୍ଭାଳୁଥିଲେ ବିଶେଷ ନିର୍ଦ୍ଦେଶକ ପଦବୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୯୯୩ ବ୍ୟାଚ୍ ଆଇଆରଏସ (ଭାରତୀୟ ରାଜସ୍ୱ ସେବା) ଅଧିକାରୀ ରାହୁଲ ନାଭିନଙ୍କୁ ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ସେ ଏହି ପଦବୀରେ ଦୁଇ ବର୍ଷ ରହିବେ। ଏହି ସମୟରେ ସେ…

ରକ୍ଷାବନ୍ଧନ ଦିନ ରହିବ ଛାୟା, ଜାଣନ୍ତୁ କେଉଁ ସମୟରେ ବାନ୍ଧିବେ ରାକ୍ଷୀ

ଓଡ଼ିଶା ଭାସ୍କର: ରକ୍ଷାବନ୍ଧନ ହିନ୍ଦୁ ଧର୍ମର ମୁଖ୍ୟ ଉତ୍ସବ, ଯାହା ଭାଇ-ଭଉଣୀଙ୍କ ପାଇଁ ଅତ୍ୟନ୍ତ ଖାସ ହୋଇଥାଏ। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ତେବେ ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିବା ନିହାତି…

ମୋବାଇଲ ରିଚାର୍ଜ ବଢିବା ପଡିଲା ମହଙ୍ଗା! Vi ୟୁଜର୍ସ BSNLକୁ କରୁଛନ୍ତି ନମ୍ବର ପୋର୍ଟ

ନୂଆଦିଲ୍ଲୀ: ମୋବାଇଲ ରିଚାର୍ଜ ମହଙ୍ଗା ହେବାପରେ ଗ୍ରାହକଙ୍କୁ କ୍ଷତି ସହିବାକୁ ପଡୁଛି। ଭୋଡାଫୋନ ଆଇଡିଆର ସିଇଓ ଅକ୍ଷୟ ମୂନ୍ଦଡା ମଙ୍ଗଳବାର ଦିନ କହିଛନ୍ତି ଯେ, ଜୁଲାଇରେ ଟାରିଫ ବଢିବା ପରେ ସରକାରୀ କମ୍ପାନୀ…