ହ୍ୱାଟ୍ସଆପରେ ଭୟଙ୍କର ସ୍କାମ, ଫଟୋ-ଭିଡିଓ ଡାଉନଲୋଡ କରିବା ମାତ୍ରେ ଖାଲି ହୋଇଯାଉଛି ଆକାଉଣ୍ଟ

ନୂଆଦିଲ୍ଲୀ: DoT ଏକ ନୂତନ ପ୍ରକାରର ଠକେଇ ପ୍ରତି ସତର୍କ ରହିବାକୁ ଯୁଜର୍ସଙ୍କୁ କହିଛି। ଟେଲିକମ୍ ନିୟାମକ ହ୍ୱାଟ୍ସଆପ୍, ଟେଲିଗ୍ରାମ ଭଳି ଇନଷ୍ଟାଣ୍ଟ ମେସେଜିଂ ଆପ୍ସରୁ ଫଟୋ, ଭିଡିଓ ଇତ୍ୟାଦି ଡାଉନଲୋଡ୍ କରିବାକୁ ମଧ୍ୟ…

Big Breaking: ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି

ନୂଆଦିଲ୍ଲୀ: ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି। ୨୪୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ ଡାଇରେକ୍ଟୋରେଟ୍ ଅଫ୍ ପବ୍ଲିକ୍…

IAS ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ ସଦସ୍ୟ। ଏଥିସହ ହାଇକୋର୍ଟ ବରିଷ୍ଠ ଆଇନଜୀବୀ କଳ୍ପନା ସଦସ୍ୟ। ଅବସରପ୍ରାପ୍ତ ଆଇଏଏସ ପବିତ୍ର…

ବିବାହ ପରେ ପ୍ରେମିକ ପଠାଉଛି ଅଶ୍ଳୀଳ ଭିଡିଓ ଓ ଫଟୋ, ପ୍ରେମିକାର ସ୍ୱାମୀକୁ ଧମକ ବି ଦେଉଛି

ନୂଆଦିଲ୍ଲୀ: ପ୍ରୟାଗରାଜର ଧୁମନଗଞ୍ଜ ଥାନାରେ ଜଣେ ବିବାହିତା ଅଯୋଧ୍ୟାର ପ୍ରେମିକ ଉପରେ ବିବାହ ପରେ ତାଙ୍କର ଅଶ୍ଳୀଳ ଫଟୋ ଏବଂ ଭିଡିଓ ପଠାଉଥିବାର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ରହିଛି ଯେ, ତାଙ୍କ ସ୍ୱାମୀଙ୍କୁ ଫୋନ…

ମାତ୍ର ୧୧ ଟଙ୍କାରେ ମିଳିବ ଅନଲିମିଟେଡ ଡାଟା, ମୁକେଶ ଅମ୍ବାନୀ Jio ୟୁଜର୍ସଙ୍କୁ ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପାଖରେ ପ୍ରିପେଡ ୟୁଜର୍ସଙ୍କ ପାଇଁ ଏକ ଏଭଳି ଶାନଦାର ରିଚାର୍ଜ ପ୍ଲାନ ଅଛି, ଯାହା ବହୁତ କମ୍ ମୂଲ୍ୟରେ ଅନଲିମିଟେଡ ଡାଟାର ଫାଇଦା ଦେବ। ଏହି ଶସ୍ତା ପ୍ଲାନର ମୂଲ୍ୟ ମାତ୍ର ୧୧ ଟଙ୍କା। ଏହି…

ଶସ୍ତା ହେଲା ହୋମ-କାର ଲୋନ, ୦.୨୫% ରେପୋରେଟ୍ କମାଇଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର ଦ୍ୱିତୀୟ ଥର ରେପୋ ରେଟରେ ୦.୨୫% ହ୍ରାସ କରିଛି। ଏଥିସହ ରେପୋ ରେଟ ହ୍ରାସପାଇ ୬%ରେ ପହଞ୍ଚିଯାଇଛି। ଏହି ହ୍ରାସରେ ହୋମ-କାର ଲୋନର ଇଏମଆଇ ହ୍ରାସ ପାଇବ। ଆରବିଆଇର…

ୱକଫ ଜମିରେ ନିର୍ମାଣ ହୋଇଛି କି ମୁକେଶ ଅମ୍ବାନୀଙ୍କ ସବୁଠୁ ଦାମୀ ଘର ଆଣ୍ଟିଲିଆ! ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ପୁଣି ଥରେ ଚର୍ଚ୍ଚାକୁ ଆସିଚି। ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠୁ ମହଙ୍ଗା ଘର ମଧ୍ୟରୁ ଅନ୍ୟତମ। ଏହାକୁ ୧୫୦୦୦ କୋଟି…

ଆଜି ଭାରତ ଆସିବ ମାଷ୍ଟରମାଇଣ୍ଡ ତହବୁର ରାଣା!

ନୂଆଦିଲ୍ଲୀ: ମୁମ୍ବାଇ 26/11 ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କୁ ଭାରତ ଅଣାଯାଉଛି। ତହବୁର ରାଣା ଭାରତରେ ପହଞ୍ଚିବା ପରେ ଦିଲ୍ଲୀ ଏବଂ ମୁମ୍ବାଇର ଦୁଇଟି ଜେଲରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।…

ହୋମ ଲୋନଠାରୁ କାର୍ ଲୋନ ପର୍ଯ୍ୟନ୍ତ ସବୁ ହେବ ଶସ୍ତା, RBI ଆଜି କରିବ ରେପୋ ରେଟ୍ ହ୍ରାସର ଘୋଷଣା

ନୂଆଦିଲ୍ଲୀ: ଦେଶର କୋଟି ଗ୍ରାହକଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ହେଉଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ମୁଦ୍ରା ନୀତି କମିଟି ବୈଠକର ଶେଷ ଦିନ, ଯାହା ସୋମବାର, ଏପ୍ରିଲ 7 ରୁ ଆରମ୍ଭ…

ATM ଟ୍ରାଞ୍ଜାକ୍ସନ ନିୟମରେ ପରିବର୍ତ୍ତନ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜ ଏଟିଏମ ଟ୍ରାଞ୍ଜାକ୍ସନର ନିୟମରେ ପରିବର୍ତ୍ତନ କରିଛି। ଏସବିଆଇ ନିଜ ଏଟିଏମ କାରବାର ଶୁଳ୍କ ଏବଂ ଫ୍ରୀ ଉପଯୋଗ ସୀମାରେ ପରିବର୍ତ୍ତନର ଘୋଷଣା କରିଛି। ଆସନ୍ତୁ ଜାଣିବା ବ୍ୟାଙ୍କ…