ଆଜି ଧନୁ ସଂକ୍ରାନ୍ତିରେ କରନ୍ତୁ ଏହି ଉପାୟ, ଦୂର ହୋଇଯିବ ସମସ୍ତ ସମସ୍ୟା, ବଦଳିଯିବ ଭାଗ୍ୟ

ଓଡ଼ିଶା ଭାସ୍କର: ସୂର୍ଯ୍ୟ ଯେବେ ରାଶି ପରିବର୍ତ୍ତନ କରନ୍ତି, ସେହି ତିଥିକୁ ସଂକ୍ରାନ୍ତି ପାଳନ କରାଯାଇଥାଏ ଏବଂ ସୂର୍ଯ୍ୟଙ୍କ ଗୋଚର ଯେଉଁ ରାଶିରେ ପ୍ରବେଶ କରନ୍ତି ସେହି ନାମରେ ସଂକ୍ରନ୍ତିର ନାମ ପଡିଥାଏ। ୧୫…

କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୬ ପ୍ରାଣ

ଛତିଶଗଡ଼: କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣହାନି ଘଟିଛି। ଏଥିସହ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲୋଡ ଜିଲ୍ଲା…

ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ଓଡ଼ିଶାବାସୀ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଶୀତ ଲହରୀ ସତର୍କତା

ଭୁବନେଶ୍ୱର: ଶୀତରେ ଥରୁଛନ୍ତି ଓଡ଼ିଶାବାସୀ। ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ହ୍ରାସ ପାଇବା ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ରାଜ୍ୟର ଅନେକ ସହରର ତାପମାତ୍ରା ୧୦…

ବନବିଭାଗ ଟିମ ଉପରକୁ ଦୁବୃର୍ତ୍ତଙ୍କ ଗୁଳିମାଡ଼

ରାୟଗଡ଼ା: ବନବିଭାଗ ଟିମ୍ ଉପରକୁ ଦୁବୃର୍ତ୍ତମାନେ ଗୁଳିମାଡ଼ କରିଥିବା ଖବର ସାମ୍ନାକୁ ଆସିଛି। ସୂଚନାନୁ୍‌ାୟୀ, ରାୟଗଡ଼ାର ମୁନିଗୁଡ଼ା ବନାଞ୍ଚଳ ଜାରପା ଅଞ୍ଚଳରେ ବନବିଭାଗ ଟିମର ଚଢାଉ ଚାଲିଥିଲା। ଏହି ସମୟରେ…

କେମିତିକା ବାପା-ମାଆ! ନବଜାତ ଶିଶୁକୁ ରାସ୍ତାକଡ଼ରେ ଥୋଇ ଚାଲିଗଲେ

ସୂବର୍ଣ୍ଣପୁର: ତୁଳୁଣ୍ଡୁପାଲି ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ କିଏ ଜଣେ ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡି ଚାଲିଯାଇଛି। ଏଭଳି କାରୁଣିକ ଦୃଶ୍ୟ ଲୋକଙ୍କ ମନରେ କୋହ ଆସିଯାଉଛି। ଏହି ଘଟଣାଟି…

ଏଣିକି ପିଲାମାନେ ୩ ବର୍ଷ ବଦଳରେ ୪ ବର୍ଷ ପଢି ପାରିବେ ଡିଗ୍ରୀ କୋର୍ସ, ଗୋଟିଏ ବର୍ଷରେ ସରିବ MA

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ ପରେ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି…

ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ: ଜାଣନ୍ତୁ ପିଲାଙ୍କର ନାମଲେଖା ବୟସ ଠାରୁ ବୋର୍ଡ ପରୀକ୍ଷାର ସମ୍ପୂର୍ଣ୍ଣ ଡିଟେଲ୍ସ

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ ପରେ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ନୂତନ…

Big Breaking: IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର: ଆଇଏଏସ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ସେ ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨ୟ ରାଙ୍କ୍ ପାଇଥିଲେ । ସେହିପରି ୨୪ ନମ୍ବର ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର…

ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି, ନୂଆ ପାଠ୍ୟକ୍ରମରେ ରହିବ ଜଙ୍ଗଲ-କେନ୍ଦ୍ରୀୟ ସଂସ୍କୁତି, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସମ୍ବଲପୁର: ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଙ୍ଘ, ସମ୍ବଲପୁର ଜୋନର ସାଧାରଣ ପରିଷଦ ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ସେ କହିଛନ୍ତି ଯେ, ଜଙ୍ଗଲ ହେଉଛି ଓଡ଼ିଶା…

ଜଙ୍ଗଲ ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଆଜି ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଂଘ, ସମ୍ବଲପୁର ଜୋନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଏବଂ ଓଡ଼ିଶାରେ…