ବୁଧବାର ବଢିଲା ସୁନା ଦର, ଜାଣନ୍ତୁ ୨୨ କ୍ୟାରେଟ ଗୋଲ୍ଡ ରେଟ କେତେ ରହିଛି

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବଢିଲା ସୁନା ଦର । ବର୍ତ୍ତମାନ ବିବାହ ସିଜନ ଲାଗି ରହିଛି । ଏହି ସମୟରେ ଲୋକେ ସୁନା ଗହଣା କିଣିବାରେ ବ୍ୟସ୍ତ ଅଛନ୍ତି । ହେଲେ ଏହି ସିଜନରେ ସୁନା ଦରରେ ବୃଦ୍ଧି ମଧ୍ୟବିତଙ୍କ ଚିନ୍ତାର…

ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଧକ୍କା ଦେଲା ଭ୍ୟାନ, ଚାଲିଗଲା ବୃଦ୍ଧଙ୍କ ପ୍ରାଣ

ଉଦଳା: ସକାଳୁ ସକାଳୁ ଏକ ଅଘଟଣ ଘଟିଛି । ଜଣେ ବୃଦ୍ଧ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ତାଙ୍କୁ ଭ୍ୟାନ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଉଦଳା-କପ୍ତିପଦା ରାସ୍ତା ଝିଙ୍କପଦା ଠାରେ ଏହି…

ଆଜି ମାଘ ଦୁର୍ଗାଷ୍ଟମୀରେ ଏହି ରାଶିମାନଙ୍କୁ ମିଳିବ ମାଆଙ୍କ ଆଶୀର୍ବାଦ, ବୃଦ୍ଧି ପାଇବ ଧନ-ଧାନ୍ୟ ସମୃଦ୍ଧି

ଓଡ଼ିଶା ଭାସ୍କର: ଆଜି ମାଘ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥି ବୁଧବାର । ଅଷ୍ଟମୀ ତିଥି ଆଜି ରାତି ୧୨ଟା ୩୬ ମିନିଟ ପର୍ଯ୍ୟନ୍ତ ରହିବ । ଆଜି ରାତି ୯ଟା ୧୯ ମିନିଟ ପର୍ଯ୍ୟନ୍ତ ଶୁକ୍ଳ ଯୋଗ ରହିବ । ଏଥିସହ ରାତି ୮ଟା ୩୩…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୬୯୯ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଛି । ଏଥିପାଇଁ ପ୍ରତ୍ୟେକ ଭୋଟିଂ କେନ୍ଦ୍ରରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନରେ ୧.୫୬ କୋଟିରୁ ଅଧିକ ମତଦାତା ନିଜ ମତଦାନର…

ବିଶ୍ୱ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ତିଆରି ହେବ କ୍ୟାନ୍ସର ରେଜିଷ୍ଟ୍ରି

ଭୁବନେଶ୍ୱର: ବିଶ୍ୱ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଓଡ଼ିଶାରେ ତିଆରି ହେବ କ୍ୟାନ୍ସର ରେଜିଷ୍ଟ୍ରି। ଏ ନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସାରା ରାଜ୍ୟର ତଥ୍ୟକୁ ନେଇ…

ଉତ୍ତରାଖଣ୍ଡ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ପରେ ବର୍ତ୍ତମାନ ଗୁଜରାଟରେ ମଧ୍ୟ ୟୁସିସିକୁ ଲାଗୁ କରାଯିବା ନେଇ ଖବର ଆସିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୃହ ମନ୍ତ୍ରୀ ହର୍ଷ ସଂଘବୀ ଏହି ପ୍ରସଙ୍ଗକୁ ନେଇ ପ୍ରେସ…

ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା, ଶତାଧିକ ସାଧୁସନ୍ଥଙ୍କ ଭିଡ଼

ଭୁବନେଶ୍ୱର: ଆଜି ମାଘ ସପ୍ତମୀ। ଏଥିପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବଡ଼ି ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ଏଥିସହ ଆଜିଠାରୁ ରାଜଧାନୀରେ ଖଣ୍ଡଗିରି ମେଳା ଆରମ୍ଭ ହୋଇଛି। ଏଥିପାଇଁ ଶତାଧିକ ସାଧୁସନ୍ଥ…

ସମସ୍ତ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ସାଙ୍ଗରେ ନେଇପାରିବେ ଲେଖାଳି, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସମସ୍ତ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ, ଦିବ୍ୟାଙ୍ଗତା ମାନକ ମାନଦଣ୍ଡକୁ ପୂରଣ କରିବା ବିନା ମଧ୍ୟ ପରୀକ୍ଷାରେ…

ମୋ ବସ୍ ଧକ୍କାରେ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ

ଭୁବନେଶ୍ୱର: ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍ ଧକ୍କାରେ ଜଣେ ନାବିଳାକଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ସିଆରୟୁଟି ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ ମିଳିଛି। ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ…

ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ; ଅକ୍ସିଜେନ ସିଲିଣ୍ଡରରେ ଲାଗିଗଲା ନିଆଁ

ଉମରକୋଟ: ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଅକ୍ସିଜେନ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି। ସବୁଠୁ ଆଶ୍ୱସ୍ତିକର ଘଟଣା ହେଉଛି, ଏହି ହସ୍ପିଟାଲରେ ଥିବା ରୋଗୀ…