ଭୂମିକମ୍ପରେ ଥରିଲା ଗୁଜରାଟ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ଅହମଦାବାଦ: ଗୁଜରାଟର କିଛି ଜିଲ୍ଲାରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ବୁଧବାର ସକାଳେ ୩.୨ ତୀବ୍ରତାର ଭୂମିକମ୍ପ ଆସିଛି । ଆଇଏସଆର ଏହି ସୂଚନା ଜାରି କରିଛି । ଜିଲ୍ଲା ପ୍ରଶାସନ କହିଛି ଯେ, ଭୂମିକମ୍ପରେ କାହାରି…