ରାଜଗାଙ୍ଗପୁର ଡବଲ୍ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ରାଜଗାଙ୍ଗପୁର: କାଶୀପଡ଼ା ଡବଲ୍ ମର୍ଡରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭରକୁ କୁତ୍ରା ଥାନା ପୋଲିସ ଗିରଫ କରିଛି । ଗତ ୧୪ ତାରିଖରେ ପ୍ରେମ…

କାଶ୍ମୀରରେ ଆତଙ୍କବାଦୀଙ୍କ ପାଖରୁ ମିଳିଲା Steyer AUG ରାଇଫଲ, ଚିନ୍ତାରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁରେ ମୃତ୍ୟୁ ଘଟିଥିବା ଆତଙ୍କବାଦୀଙ୍କ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ମିଳିଛି । ଯବାନମାନଙ୍କ…

‘ରାଜ୍ୟରେ ରହିବନି ଝୁମ୍ପୁଡ଼ି ଘର’: ସୁରେଶ ପୂଜାରୀ

ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ତାଙ୍କ କହିବାନୁଯାୟୀ, ‘୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଦେଖିବ ସାରା…

ପ୍ରକାଶ ପାଇଲା +୨ ମେଧା ତାଲିକା, ସବୁଠାରୁ ଆଗରେ ରେଭେନ୍ସା

କଟକ: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ମେଧା ତାଲିକାରେ ୪ ଲକ୍ଷ ୨୬ ହଜାର ୪୭୨ ପିଲା ସ୍ଥାନ ଅଧିକାର କରିଛନ୍ତି । ତେବେ ଏହି…

କେତେ ଧନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନଡେଲା? ସଂପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଟେକ କମ୍ପାନୀ ମାଇକ୍ରୋସଫ୍ଟର ସର୍ଭରରେ ଆସିଥିବା ଅସୁବିଧା ସାରା ଦୁନିଆକୁ ଦୋହଲାଇ ଦେଇଛି । ଏହି ଅସୁବିଧାକୁ ନେଇ ସିଇଓ ସତ୍ୟା ନଡେଲା କହିଛନ୍ତି ଯେ, ଏକ୍ସରେ ନଡେଲା କହିଛନ୍ତି ଯେ, ଆମେ ଏହି ପ୍ରସଙ୍ଗରେ…

‘ଅରବିନ୍ଦ କେଜ୍ରିୱାଲଙ୍କୁ ମାରିବାକୁ..’, ବିଜେପି ଉପରେ ଅଭିଯୋଗ ଆଣିଲା .., ଜାଣନ୍ତୁ କଣ କହିଲେ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମାମଲାରେ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ମୁଖ୍ୟ ସଚିବଙ୍କ ଚିଠି ଉପରେ ଆମ୍ ଆଦମୀ ପାର୍ଟୀର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ…

ହରିୟାଣାରେ ଇଡିର ବଡ଼ ଆକ୍ସନ, ଗିରଫ ହେଲେ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର

ନୂଆଦିଲ୍ଲୀ: ହରିୟାଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାଞ୍ଚ ଏଜେନ୍ସି ଶନିବାର ଦିନ ସୋନିପତରରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛନ୍ତି । ସୂତ୍ର ମୁତାବକ ଇଡି…

Microsoft ଅଚଳରେ ଦୋହଲିଗଲା ସାରା ସିଷ୍ଟମ, ହେଲେ ପ୍ରଭାବିତ ହେଲାନି ଇଣ୍ଡିଆନ ରେଲୱେ, ଜାଣନ୍ତୁ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟରେ ତ୍ରୁଟି ସାରା ଦୁନିଆର ୟୁଜର୍ସଙ୍କୁ ପ୍ରଭାବିତ କରିଛି । ଏହାର ପ୍ରଭାବ ଏୟାରଲାଇନ୍ସ, ଯୋଗାଯୋଗ ସେବା, ବ୍ୟାଙ୍କ ଏବଂ ମିଡିଆ ସଂସ୍ଥାମାନଙ୍କୁ ଉପରେ ପଡିଛି । ଏୟାରଲାଇନ୍ସ ଏବଂ ବିମାନବନ୍ଦର…

ଦେଶକୁ ଫେରିବା ପାଇଁ ଚାହୁଁଛନ୍ତି ରୁଷ ସେନାରେ କାମ କରୁଥିବା ୫୦ ଭାରତୀୟ, ସରକାରଙ୍କୁ କଲେ ନିବେଦନ

ନୂଆଦିଲ୍ଲୀ: ରୁଷ ସେନାରେ କାମ କରୁଥିବା ୫୦ ଭାରତୀୟ ନାଗରିକ ବର୍ତ୍ତମାନ ନିଜ ଦେଶକୁ ଆସିବାକୁ ଚାହୁଁଛନ୍ତି । ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର ଦିନ ଏହାର ସୂଚନା ଦେଇଛନ୍ତି । ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ରୁଷ…

PM ମୋଦୀଙ୍କର ଏକ୍ସରେ ଫଲୋର୍ସ ସଂଖ୍ୟା ଛୁଇଁଲା ୧୦ କୋଟି, ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟେସ୍ଲାର ସିଇଓ ଏବଂ ନିଲିୟନେୟାର ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦୁନିଆର ସବୁଠାରୁ ଅଧିକ ଫଲୋ କରାଯାଇଥିବା ନେତା ହେବା ପାଇଁ ଶୁକ୍ରବାର ଦିନ…