କୃଷକଙ୍କୁ ଋଣ ମୁକ୍ତ କଲେ ସରକାର, ୧୮ ଜୁଲାଇରେ ସମସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବେ ବୋଲି ଘୋଷଣା କରିଛନ୍ତି । ତେଲେଙ୍ଗାନା ସିଏମଓଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କକୁ ନିର୍ଦ୍ଦେଶ…

ମଣ୍ଡିରେ ୪% କମିଲା ଡାଲି ଦର, ହେଲେ ରିଟେଲ ମାର୍କେଟରେ ଗ୍ରାହକଙ୍କୁ ମିଳୁନି ଆଶ୍ୱସ୍ତି

ନୂଆଦିଲ୍ଲୀ: ମଣ୍ଡିମାନଙ୍କରେ ଚଣା, ବିରି ଏବଂ ହରଡ ଡାଲି ଦର କମିଛି, କିନ୍ତୁ ରିଟେଲ ମାର୍କେଟରେ ଉପଭୋକ୍ତାଙ୍କୁ ଏପର୍ଯ୍ୟନ୍ତ ଏହାର ଲାଭ ମିଳିନାହିଁ । ଯାହାକୁ ନେଇ ସରକାର ଚିନ୍ତିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି…

ତିହାର ଜେଲରେ ଥିବା କେ କବିତା ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କ ସ୍ୱାସ୍ଥ୍ୟ ମଙ୍ଗଳବାର ଦିନ ଅଚାନକ ବିଗିଡି ଯାଇଛି । ଏହାପରେ ସଂଗେ ସଂଗେ ଆକ୍ସନ ମୋଡରେ ଆସି…

ନିଦରେ ଚାଲୁଥିବା ମଣିଷ କେତେ ଦୂର ପର୍ଯ୍ୟନ୍ତ ଯାଇପରିବ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଓଡ଼ିଶା ଭାସ୍କର: ନିଦରେ ଚାଲିବା ରୋଗ ସବୁଠାରୁ ଭୟଙ୍କର ହୋଇଥାଏ । ଏହି କାରଣରୁ ମୁମ୍ବାଇରେ ଏକ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା । ମୁମ୍ବାଇରେ ରହୁଥିବା ଜଣେ ଝିଅର ନିଦରେ ଚାଲିବା ରୋଗ ଥିଲ, ଏକ ରାତିରେ ସେ ନିଦରେ ଚାଲି…

ସୁନାବେଶ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ, ରେଳବାଇ ପକ୍ଷରୁ ନିଆଗଲା ନିଷ୍ପତ୍ତି

ପୁରୀ: ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ ଗଡିବା ଖବର ସାମ୍ନାକୁ ଆସିଛି । ଏନେଇ ରେଳବାଇ ପକ୍ଷରୁ ୪୩ଟି ସ୍ୱତନ୍ତ୍ର ଟ୍ରେନ ଗଡିବ ବୋଲି ସୂଚନା ରହିଛି । ସେହିପରି ଅଧରପଣା ନୀତି ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ ଗଡିବ…

Big Breaking: ଆସନ୍ତାକାଲି ଅନୁଷ୍ଠିତ ହେବ ସୁନାବେଶ, ନୀତି ନିର୍ଘଣ୍ଟ

ପୁରୀ: ବର୍ତ୍ତମାନ ପୁରୀ ମହାପ୍ରଭୁଙ୍କ ବଡ଼ ଉତ୍ସବ ପାଇଁ ପ୍ରକମ୍ପିତ ହେଉଛି । ମହାପ୍ରଭୁଙ୍କ ରଥଯାତ୍ରା ପରେ ଗତକାଲି ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ଅର୍ଥାତ ମଙ୍ଗଳବାର ଦିନ ତିନି ଠାକୁରଙ୍କର…

IAS ପୂଜା ଖେଡକରଙ୍କ ଉପରେ କଡା ଆକ୍ସନ, ପୁଣିଥରେ ଟ୍ରେନିଙ୍ଗ ପ୍ରୋଗ୍ରାମକୁ ଡକାଗଲା

ନୂଆଦିଲ୍ଲୀ: ବିବାଦ ମଧ୍ୟରେ ଆଇଏଏସ ଅଫିସର ପୂଜା ଖେଡକରଙ୍କ ବିରୋଧରେ ମହାରାଷ୍ଟ୍ର ସରକାର କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଟ୍ରେନିଙ୍ଗ ରଦ୍ଦ କରି ପୂଜା ଖେଡକରଙ୍କୁ ପୁଣିଥରେ…

‘ହରିୟାଣାରେ ପଛୁଆ ବର୍ଗଙ୍କ ସଂରକ୍ଷଣ ଛଡାଇ ମୁସଲିମଙ୍କୁ ଦେବାକୁ ଦେବି ନାହିଁ’: ଗୃହ ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ହରିୟାଣାର ମହେନ୍ଦ୍ରଗଡରେ ପଛୁଆ ବର୍ଗ ସମ୍ମିଳନୀକୁ ସମ୍ବୋନ୍ଧିତ କରିବା ବେଳେ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି ଯେ, କଂଗ୍ରେସ…

ଡୋଡା ଆତଙ୍କବାଦୀ ଆକ୍ରମଣକୁ ନେଇ ବର୍ଷିଲେ ଅସଦୁଦ୍ଦିନ ଓୱାଇସି, DGPଙ୍କୁ କହିଲେ ଏହି କଥା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାଞ୍ଚଜଣ ଜବାନ ସହୀଦ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇଏମଆଇଏମର ମୁଖ୍ୟ ଏବଂ ଲୋକସଭା ସାଂସଦ…

ଘରେ ଏହି ସହଜ ଉପାୟରେ ଚାଷ କରନ୍ତୁ ଷ୍ଟ୍ରବେରୀ, ଆଉ ବଜାରରୁ କିଣିବାକୁ ପଡିବ ନାହିଁ ଏହି ମହଙ୍ଗା ଫଳ

ନୂଆଦିଲ୍ଲୀ: ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଷ୍ଟ୍ରବେରୀ ବହୁତ ଭଲ ଲାଗିଥାଏ । ହେଲେ ବଜାରରେ ଅଧିକ ମୂଲ୍ୟରେ ଏହାକୁ ବିକ୍ରି କରାଯାଇଥାଏ । ହେଲେ ଆପଣଙ୍କୁ ନିଜ ଘରେ ସହଜ ଉପାୟରେ ଲଗାଇପାରିବେ । ଆସନ୍ତୁ…