X ରେ ଟ୍ରେଣ୍ଡ କରୁଛି #BoycottJio ଏବଂ #BSNL ର ଘରକୁ ଫେରିବା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଦେଶର ବଡ ଟେଲିକମ କମ୍ପାନୀମା ଜିଓ, ଏୟାରଟେଲ ଏବଂ ଭିଆଇ ଚଳିତ ମାସରେ ରିଚାର୍ଜ ମୂଲ୍ୟ ବଢାଇଛନ୍ତି । ଏହାପରେ ଲୋକଙ୍କୁ ବର୍ତ୍ତମାନ ରିଚାର୍ଜ କରିବା ସମୟରେ ଏହା ଦେଖିବାକୁ ପଡିବ ଯେ, କେଉଁ ପ୍ଲାନ…