Truecaller ଆଣିଲା ଏକ ନୂଆ AI ଫିଚର, ଏଣିକି ୟୁଜର୍ସ କ୍ରିଏଟ କରିପାରିବେ ନିଜ ଡିଜିଟାଲ ଭଏସ
ନୂଆଦିଲ୍ଲୀ: Truecaller Appକୁ ଅଧିକାଂଶ ଲୋକେ ବ୍ୟବହାର କରନ୍ତି । ଏହି ଆପ ଆମକୁ ସ୍ପାମ କଲ୍ସରୁ ରକ୍ଷା କରିଥାଏ । ବର୍ତ୍ତମାନ Truecaller ନିଜ ୟୁଜର୍ସଙ୍କ ପାଇଁ ଏକ ଭଲ ଏଆଇ ଫିଚର ଇଣ୍ଟ୍ରୋଡ୍ୟୁସ କରିଛି ।…