ଏହି ମୁସଲିମ ପ୍ରାର୍ଥୀ ଜଣକ କିଏ? ଯାହାଙ୍କୁ ବିଜେପିର ପ୍ରଥମ ତାଲିକାରେ ମିଳିଲା ସ୍ଥାନ, ଜାଣନ୍ତୁ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଶନିବାର ଦିନ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି । ଏଥିରେ ଦଳ କେରଳର ମଲ୍ଲାପୁରମ ପ୍ରାର୍ଥୀ ଡ. ଅବଦୁଲ ସଲାମଙ୍କୁ ନିର୍ବାଚନ ପାଇଁ ଟିକେଟ…