ରୋଟାରୀ ଏଲିଟର ଅଧିଷ୍ଠାନ ଦିବସ: ସଭାପତି ଭାବେ ରୋଟାରିଆନ ସୁବ୍ରତ ଦାସ ଏବଂ ସମ୍ପାଦିକ ସୌରେନ୍ଦ୍ର ଦାଶ ମନୋନୀତ

ଭୁବନେଶ୍ୱର: ଭୁବନେଶ୍ୱରର ସ୍ଥାପିତ ରୋଟାରୀ ଏଲିଟର ୨୦୨୩-୨୪ ବର୍ଷ ପାଇଁ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରୋଟାରୀ ଏଲିଟର ନୂତନ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ନୂତନ ସଭାପତି ଭାବେ…

ମହାରାଷ୍ଟ୍ରର ଏହି କୃଷକ ବିଲାତି ବିକି ମାଲାମାଲ: ଗୋଟିଏ ମାସରେ ହେଲେ କୋଟିପତି

ନୂଆଦିଲ୍ଲୀ: ସାରା ଦେଶରେ ବିଲାତି ଦର ଆକାଶ ଛୁଇଁଛିି । ଏହାରି ମଧ୍ୟରେ ମହାରଷ୍ଟ୍ରର ପୁଣେ ଜିଲ୍ଲାରେ ବିଲାତି ଲଗାଇଥିବା ଜଣେ କୃଷକଙ୍କୁ ବହୁ ଲାଭ ମିଳିଛି । ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଗୋଟିଏ ମାସରେ…

ସାଙ୍ଗମାନେ ଦେଇଥିବା ଚ୍ୟାଲେଞ୍ଜରେ ବହୁପରିମାଣର Momos ଖାଇଲେ ଏହି ବ୍ୟକ୍ତି, ଶେଷରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ପ୍ରାୟତଃ ସମସ୍ତଙ୍କୁ ମୋମଜ ଖାଇବାକୁ ଭଲ ଲାଗେ। ଆଜିକାଲି ଅଧିକାଂଶ ଯୁବକମାନଙ୍କ ପ୍ରିୟ ଫାଷ୍ଟଫୁଡ୍ ତାଲିକାରେ ମୋମୋ ସବୁବେଳେ ଶୀର୍ଷରେ ରହିଥାଏ। ସାଙ୍ଗମାନଙ୍କ ମଧ୍ୟରେ ସବୁବେଳେ ମଜା ଚାଲିଥାଏ। ଏହି…

ଭାରତରେ ମାତ୍ର ୨୦ ଲକ୍ଷ ଟଙ୍କାରେ ମିଳିବ ଟେସଲା କାର, ଏପରି ହେବ ମସ୍କ ଏବଂ ସରକାରଙ୍କ ମଧ୍ୟରେ ଚୁକ୍ତି!

ନୂଆଦିଲ୍ଲୀ: ଆମେରିକାରେ ଏଲନ୍ ମସ୍କ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ଫଳପ୍ରଦ ହେବ। ଟେସଲା ଏହାର ୟୁନିଟ୍ ଗୁଡିକ ଭାରତରେ ରଖିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆରମ୍ଭ କରିଛି। ଏନେଇ ସରକାରଙ୍କ…

ସେୟାର ମାର୍କେଟରେ ରେକର୍ଡ: ପ୍ରଥମଥର ୬୬ହଜାର ପାର ହେଲା Sensex

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଆଜି ଏକ ନୂଆ ଇତିହାସ ସୃଷ୍ଠି ହୋଇଛି । ଏଥିରେ ବିଏସଇ ସେନସେକ୍ସ ୬୬ହଜାର ଅତିକ୍ରମ କରିଛି । ତେବେ ଭାରତରେ ପ୍ରଥମ ଥର ପାଇଁ ସେନସେକ୍ସ ୬୬ହଜାର ପାର କରି ରେକର୍ଡ ସୃଷ୍ଠି କରିଛି ।…

(Video) ଭୁଲରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭ୍ଲାଦିମିର ପୁଟିନ କହିଲେ ଜୋ ବାଇଡେନ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ)ର ଶିଖର ସମ୍ମେଳନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଟିରୁ ନାମ ଉଚାରଣ ଭୁଲରେ ବାହାରିଯାଇଛି। ଲିଥୁଆନିୟା ଦେଶର ରାଜଧାନୀ ବିନିୟମରେ ଏକ ପ୍ରେସ…

Breaking: ବାହାନଗା ଟ୍ରାଜେଡିର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲାର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡର ତୃତୀୟ ଦିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।…

ଆଖି ଖେଞ୍ଚିବା ସହ ପାଣି ବାହାରୁଥିଲେ କରନ୍ତୁ ଏହି ଉପାୟ, ନଚେତ ଚାଲିଯାଇପାରେ ଦୃଷ୍ଟିଶକ୍ତି

ବର୍ତ୍ତମାନ ରାଜ୍ୟରେ ଆଖିଧରା ବହୁମାତ୍ରାରେ ବ୍ୟାପିଛି। ଆଖି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସୂକ୍ଷ୍ମ ଅଙ୍ଗ। ଆଖି ଏତେ ସମ୍ବେଦନଶୀଳ ଯେ, ଯଦି ଧୂଳି କିମ୍ବା ଧୂଳିର ଏକ ଛୋଟ କଣିକା ଆଖିକୁ ଚାଲିଯାଏ, ତେବେ…

ଚାଣକ୍ୟ ନୀତି: ଅର୍ଜିତ ଧନର ଏପରି କରନ୍ତୁ ସଦୁପଯୋଗ, ନଚେତ ଅବହେଳା କରିଦେବ ଗରିବ

ମନୁଷ୍ୟ ଖୁସିରେ ଜୀବନ ଅତିବାହିତ କରିବା ଲାଗି ଧନ ଆବଶ୍ୟକ କରେ । ଚାଣକ୍ୟ ଜଣେ ପ୍ରତିଭାଶାଳୀ ଅର୍ଥଶାସ୍ତ୍ରୀ ଭାବେ ପରିଚିତ ଏବଂ ସେ ନିଜ ଚାଣକ୍ୟ ନୀତିରେ ଧନର ବହୁ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି । ଚାଣକ୍ୟଙ୍କ…

(Video) ଚନ୍ଦ୍ରଯାନ-୩ର ଉତକ୍ଷେପଣ ପୂର୍ବରୁ ତିରୁପତି ମନ୍ଦିର ପହଁଚିଲେ ବୈଜ୍ଞାନିକ, ମିଶନର ସଫଳତା ପାଇଁ ଉପାସନା

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ISRO) ଖୁବ୍ ଶୀଘ୍ର ଚନ୍ଦ୍ରଯାନ-୩ ଲଞ୍ଚ କରିବାକୁ ଯାଉଛି। ଏକ ସଫଳ ଉନ୍ମୋଚନ ପାଇଁ ପ୍ରାର୍ଥନା କରିବା ପାଇଁ ISRO ବୈଜ୍ଞାନିକମାନଙ୍କର ଏକ ଟିମ୍ ତିରୁପତି…