Video: ଅଚାନକ ପ୍ରକଟ ହେଲା ଏହି ଧଳା ଶାଢ଼ୀ ପିନ୍ଧିଥିବା ମହିଳା, ଲୋକେ କହୁଛନ୍ତି ଭୂତ

ଅଲୀଗଢ଼: ଉତ୍ତରପ୍ରଦେଶର ଅଲୀଗଢରେ ଏକ ସିସିଟିଭି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଳମ୍ବ ରାତିରେ ଜଣେ ଧଳା ଲୁଗା ପିନ୍ଧିଥିବା ମହିଳା ଦେଖାଯାଉଛନ୍ତି । ସେ କିଛି ସମୟ ଚାଲୁଛନ୍ତି ଏବଂ ପରେ ଅପେ ଆପେ ଉଭାନ…

ଆୟୁର୍ବେଦ ଡାକ୍ତର କ୍ଲିନିକରେ ଚଲାଉଥିଲେ ଏହି ବେଆଇନ କାମ, ଯାହାପାଇଁ ତାଙ୍କୁ ଯିବାକୁ ପଡ଼ିଲା ଜେଲ

ନୂଆଦିଲ୍ଲୀ: ବୁଧବାରଦିନ ନୂଆଦିଲ୍ଲୀ ଗୁରୁଗ୍ରାମରେ ଏକ ଆୟୁର୍ବେଦ ଡ଼ାକ୍ତର ନିଜ କ୍ଲିନିକରେ ବେଆଇନ କାର୍ଯ୍ୟ କରି ଧରାପଡ଼ିଥିବା କଥା ସାମ୍ନାକୁ ଆସିଛି । ଏହି ବିଷୟରେ ପୋଲିସକୁ ଏକ ଗୁପ୍ତ ସୂଚନା ମିଳିବା ପରେ, ତଦନ୍ତ…

ବସନ୍ତ ପଞ୍ଚମୀରେ ପାଆନ୍ତୁ ମାଆ ସରସ୍ୱତୀଙ୍କ ଆଶୀର୍ବାଦ, ଏହି ଉପାୟରେ ପୂଜା କଲେ ବିଦ୍ୟାର୍ଥି ମାନଙ୍କୁ ମିଳିବ ସଫଳତା

ବିଦ୍ୟା ଏବଂ ଜ୍ଞାନର ଦେବୀ ହେଉଛନ୍ତି ମାଆ ସରସ୍ୱତୀ, ତାଙ୍କର ଆର୍ଶୀବାଦ ପାଇବା ପାଇଁ ସମସ୍ତେ ଚାହିଁଥାନ୍ତି । ତେବେ ମାଆ ସରସ୍ୱତୀଙ୍କ ପୂଜା କେଉଁ ଉତ୍ସବ ଠାରୁ କମ ନୁହେଁ । ଯଦି ମାଆଙ୍କ ପୂଜା କିଏ ଭକ୍ତି ଏବଂ ନିୟମର…

ବିହାରରେ ତିଆରି ହେଉଛି ଦେଶର ସବୁଠାରୁ ବଡ଼ ପରୀକ୍ଷା ହଲ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

ପାଟଣା: ବିହାର ରାଜଧାନୀ ପାଟଣାର କୁମହରାର୍ ଠାରେ ବିହାର ବୋର୍ଡର ଏକ ହଲ ତିଆରି କରାଯାଉଛି । ଏହି ନିର୍ମାଣ କାର୍ଯ୍ୟ ୧୮ମାସ ଧରି ଚାଲିବ । ତେବେ ଏହି ହଲରେ ୨୦ ହଜାର ଅନ ଲାଇନ ଏବଂ ୫ହଜାର ଆଫ ଲାଇନ ପରୀକ୍ଷାର୍ଥୀ ଏକ…

ପୀଡିତଙ୍କୁ କାନ୍ଧରେ ଲଦି ୧କିମି ଚାଲିଚାଲି ପହଁଚିଲେ ଆମ୍ବୁଲାନ୍ସ ପାଖେ, ସହରରେ ପ୍ରଶଂସା ପାଉଛନ୍ତି ଏହି ଡ୍ରାଇଭର

ଭୋପାଲ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରର ପ୍ରଶଂସନୀୟ କାମ ପାଇଁ ସହରର ଲୋକେ ପ୍ରଶଂସା କରୁଛନ୍ତି । ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ରୋଗୀଙ୍କ ଘର ପାଖକୁ ଯାଇ ପାରିନଥିଲା ।…

ସରସ୍ୱତୀ ମୂତ୍ତି ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ସ୍କୁଲପିଲା, ଅଟୋ ଓଲଟି ୫ ଛାତ୍ର ଗୁରୁତର

ଜଳେଶ୍ୱର: ସକାଳ ପାହିଲେ ସରସ୍ୱତୀ ପୂଜା । ବହୁ ଆଡ଼ମ୍ବର ସହ ସ୍କୁଲ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ପୂଜା ପାଇଁ ଆୟୋଜନ କରୁଛନ୍ତି । ଏହାରି ମଧ୍ୟରେ ଆଜି ୫ଜଣ ଛାତ୍ର ସରସ୍ୱତୀ ପୂଜା ପାଇଁ ମୂର୍ତ୍ତି ଆଣିବାକୁ ଗଲାବେଳେ…

ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଉଥିବା ହେଲିକପ୍ଟରକୁ ଜରୁରୀକାଳିନ ଅବତରଣ କରାଗଲା

ଇରୋଡ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଇକି ଯାଉଥିବା ହେଲିକପ୍ଟର, ତାମିଲନାଡ଼ୁରେ ଜରୁରୀକାଳିନ ଅବତରଣ କରାଯାଇଛି । କୁହାଯାଉଛି ଯେ, ଖରାପ ବାୟୁପ୍ରବାହ ପାଇଁ ହେଲିକପ୍ଟରକୁ ଏର୍ମଜେନ୍ସି ଲ୍ୟାଣ୍ଡିଂ…

ଆମାଜୋନର ବମ୍ପର ସେଲ, ୧୦ ହଜାରରୁ ତଳକୁ ମିଳୁଛି ୫ଜି ଫୋନ

ନୂଆଦିଲ୍ଲୀ: ଆମାଜୋନରେ ରେବ୍ଲିକ୍ ସେଲ୍ ସରିଯାଇଛି, କିନ୍ତୁ ନୂଆ ସେଲ ଆରମ୍ଭ ହୋଇଯାଇଛି । ଇ-କମର୍ସ ପ୍ଲାଟଫର୍ମ ଉପରେ Smartphone Upgrade Days ସେଲ ଚାଲୁ ରହିଛି । ଏହି ସେଲ୍ସରେ ଫୋନ ଉପରେ ୪୦ ପ୍ରତିଶତ…

ପିପିଏଫରେ ବିନିଯୋଗ କରୁ ନଥିବା ବ୍ୟକ୍ତି ଏହି ଫାଇଦାରୁ ବଞ୍ଚିତ ହେଉଛନ୍ତି, ଜାଣନ୍ତୁ ଏହି ଅପଡେଟ୍

ନୂଆଦିଲ୍ଲୀ : ଲୋକଙ୍କ ସୁବିଧା ପାଇଁ ସରକାର ଅନେକ ପ୍ରକାର ଯୋଜନା ବାହାର କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକମାନଙ୍କୁ ଅନେକ ଲାଭ ମଧ୍ୟ ଯୋଗାଇବା ପାଇଁ ପ୍ରୟାସ କରାଯାଉଛି । ଏଥି ସହିତ, ଏକ ପିପିଏଫ୍ (ପବ୍ଲିକ୍…

ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ, କବାଟ ଖୋଲି ଦେଖିଲା ପରେ…

ଉତ୍ତର ପ୍ରଦେଶ: ଦେଶରେ ତଥା ରାଜ୍ୟରେ ଅପରାଧ ତଥା ସୁଇସାଇଡ୍ ମାମଲା ପ୍ରତିଦିନ ଦେଖିବାକୁ ମିଳୁଛି । ସେହିପରି ଆଜି ଉତ୍ତର ପ୍ରଦେଶର ଔରେୟା ଅଞ୍ଚଳରେ ଏକ ଘରୁ ଦୁର୍ଗନ୍ଧ ଆସୁଥିଲା । ସେଥିପାଇଁ ଆଖପାଖ ଲୋକ ପୋଲିସକୁ ଖବର…