ବାଉଳେଇ ହେଉଛନ୍ତି ଟ୍ରମ୍ପ! (Video) ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ‘U’ ଟର୍ଣ୍ଣ

ୱାଶିଂଟନ୍: ପାକିସ୍ତାନ ଓ ଭାରତ ମଧ୍ୟରେ ଲାଗିଥିବା ଯୁଦ୍ଧ ସ୍ଥିତି ସମାଧାନ ପ୍ରସଙ୍ଗରେ ୟୁ’ ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କତାରରେ ଆମେରିକୀୟ ସେନାଙ୍କୁ ସମ୍ବୋଧନ କରିବା ବେଳେ…

Breaking: ରାଜଧାନୀରେ ସିନ୍ଦୂର ଯାତ୍ରା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କାଲିଠାରୁ ଆରମ୍ଭ ହେବ ‘ସିନ୍ଦୂର ଯାତ୍ରା’। ମିଶନ ଶକ୍ତି ପକ୍ଷରୁ ଆରମ୍ଭ ହେବ ଏହି ‘ସିନ୍ଦୂର ଯାତ୍ରା’ । ‘ଅପରେସନ ସିନ୍ଦୁର’ ର ସଫଳତା ନେଇ ଏହି ଯାତ୍ରା ହେବାକୁ ଯାଉଛି ।…

ଆପଣାନ୍ତୁ ଏହି ସହଜ ଅଭ୍ୟାସ, କମିବ ହୃଦଘାତର ଆଶଙ୍କା

ଓଡ଼ିଶା ଭାସ୍କର: ଆଜିର ସମୟରେ ହୃଦ୍‌ରୋଗ ଅନ୍ୟତମ ଗମ୍ଭୀର ସମସ୍ୟା ପାଲଟି ଗଲାଣି। ହେଲେ ଏହାର ଠିକ୍‌ ସମୟରେ ଚିକିତ୍ସା କରାଇ ନେବା ଦରକାର। ନ ହେଲେ ତାହା ଜୀବନନାଶକ ହୋଇଥାଏ। ତେବେ ଆପଣ କ’ଣ ହୃଦଘାତରୁ ମୁକ୍ତି…

(Video) ମାଗିଖିଆ ପାକିସ୍ତାନ: ଭିକ ମାଗି ମାଗି ପାକିସ୍ତାନ ଏବେ ସବୁଠୁ ଆଗରେ

ଶ୍ରୀନଗର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି । ସେନାଙ୍କୁ ଶିବିରରେ ଯବାନମାନଙ୍କୁ ଭେଟି ରାଜନାଥ ଭାଷଣ ଦେଇଥିଲେ । ଏ ଅବସରରେ କେନ୍ଦ୍ରମନ୍ତନ୍ତ୍ରୀ ପାକିସ୍ତାନର ଆର୍ଥୀକ ସ୍ଥିତିକୁ…

ଆଗେଇବ ଓଡ଼ିଶା: ଇସ୍ପାତ ଉତ୍ପାଦନ ବଢ଼ାଇବା ନେଇ ତତ୍ପର ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୁରୁବାର ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ ସଦସ୍ୟ ଭେଟ କରିଛନ୍ତି । ଆସୋସିଏସନ୍ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ସଦସ୍ୟ ସାକ୍ଷାତ୍ କରିଛନ୍ତି । ରାଜ୍ୟରେ କିପରି…

ପେଟର ଚର୍ବି କମ କରିବାର ସବୁଠୁ ସହଜ ଉପାୟ, ପ୍ରତିଦିନ ପିଅନ୍ତୁ ଏହି ହର୍ବାଲ ଚା’!

ଓଡ଼ିଶା ଭାସ୍କର: ବନ୍ଧୁଗଣ ଆଜିକାଲି ଅନେକ ଲୋକଙ୍କଠାରେ ଚର୍ବି ସମସ୍ୟା ବହୁଳ ମାତ୍ରାରେ ଦେଖା ଯାଉଛି । ଜରୁରୀ ନୁହେଁ କି ଚର୍ବି ଖାଲି ପେଟ ବାହାରେ ରହିବ । ଏହା ଶରୀରରେ ଥିବା ଅର୍ଗାନରେ ମଧ୍ୟ ଜମା ହୋଇପାରେ ।…

ନବ ଦାସଙ୍କ ଝିଅ ଦୀପାଳିଙ୍କୁ ସୁପ୍ରିମ କୋର୍ଟ ନୋଟିସ୍, ୨୧ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ ଦୀପାଳି ଗ୍ରହଣ କରିଥିବା ନେଇ ସୂଚନା ପ୍ରକାଶ ପାଇଛି । ମେ’ ୨୧ରେ ମାମଲାର ପରବର୍ତ୍ତୀ…

ଆମେ ପାକିସ୍ତାନୀ ନୁହଁ… ସ୍ୱାଧୀନତା ଘୋଷଣା କଲା ବେଲୁଚିସ୍ତାନ, ଭାରତକୁ ମାଗିଲା ସମର୍ଥନ

କ୍ୱେଟା: ବାଲୁଚିସ୍ତାନ ପାକିସ୍ତାନଠାରୁ ସ୍ୱାଧୀନତା ଘୋଷଣା କରିଛି। ରାଜ୍ୟରେ ଦଶନ୍ଧି ଧରି ଚାଲିଥିବା ହିଂସା, ବଳପୂର୍ବକ ନିଖୋଜ ଏବଂ ମାନବାଧିକାର ଉଲ୍ଲଂଘନ ପରେ ବୁଧବାର ଦିନ ବାଲୁଚ୍ ନେତା ମୀର ୟାର ବାଲୁଚ୍…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ଝିଅ ଜନ୍ମ ହେଲେ ବେଶୀ ଟଙ୍କା, ପୁଅ ଜନ୍ମ ହେଲେ ମା’କୁ ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ମମତା ଓ ମାତୃବନ୍ଦନା ଯୋଜନା କାର୍ଯ୍ୟକାରୀ ନିଷ୍ପତ୍ତି ନେଲେ ମୋହନ ସରକାର । ଚଳିତ ବର୍ଷ ଏପ୍ରିଲ ୧ରୁ ଦୁଇଟିଯାକ ଯୋଜନା କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଝିଅ ଜନ୍ମ…

ସ୍ପର୍ଶ ହସ୍ପିଟାଲରେ ପାଳନ ହେଲା ଆର୍ନ୍ତଜାତୀୟ ସେବିକା ଦିବସ, ସମ୍ବର୍ଦ୍ଧିତ ହେଲେ କୃତି ପ୍ରତିଯୋଗୀ

ଭୁବନେଶ୍ୱର: ସ୍ପର୍ଶ ହସ୍ପିଟାଲ୍ ତରଫରୁ ଚଳିତ ୧୨ ତାରିଖରେ ବିଶ୍ୱ ସେବିକା ଦିବସ ପାଳନ କରାଯାଇଛି । ସେବିକାମାନଙ୍କ ସମର୍ପଣ ସ୍ୱାସ୍ଥ୍ୟସେବା ଏବଂ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବେଶ ଆଡମ୍ବରରେ ଏହି ଦିବସଟିକୁ ପାଳନ…