Breaking: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: IRB ସିପାହୀ, କନଷ୍ଟେବଲ ନିଯୁକ୍ତି ପାଇଁ ବୟସ ସୀମା କୋହଳ
କଟକ: ଆଇଆରବି ବାଟାଲିଅନରେ ସିପାହୀ, କନଷ୍ଟେବଲ ନିଯୁକ୍ତି ମାମଲାରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ ।
ବୟସ ସୀମାକୁ ୩ ବର୍ଷ କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବୟସ ସୀମା କୋହଳ ନେଇ ସରକାରଙ୍କ…