ରାଗିଗଲେ ମୁଖ୍ୟମନ୍ତ୍ରୀ: “ଆତ୍ମହତ୍ୟା ଶବ୍ଦ କାହିଁକି କହୁଛ…ସାହାଯ୍ୟ ପାଇଁ ଆସିଛ ସାହାଯ୍ୟ ପାଇବ”
ଭୁବନେଶ୍ୱର: ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବାବେଳେ ଏ ଘଟଣା ସାମ୍ନାକୁ ଆସିଛି ।
ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀ…