ପ୍ରତିଶୋଧ ନେବା ଚକ୍କରରେ ବନ୍ଧାହେଲେ ଯୁବକ, ଅନଲାଇନରେ ବୋମା ତିଆରି ଶିଖି, ଶଶୁର ଘରକୁ ପାର୍ସଲ କଲେ
ଅହମଦାବାଦ୍: ଅହମଦାବାଦ ପାର୍ସଲ ବୋମା ଘଟଣାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଶନିବାର ସକାଳ ପ୍ରାୟ ୧୦.୪୫ ମିନିଟରେ ବଳଦେବ ଶୁଖଦିଆଙ୍କ ଘରେ ବିସ୍ଫୋରଣ ହୋଇଥିଲା । ଏ ଘଟଣାର ସୂତ୍ରଧର ଥିଲେ ୪୪ ବର୍ଷୀୟ ରାଓ । ଯେ…