ରାସ୍ତା କଡ଼ରେ ମଣିଷ ପୁଡ଼ିଆ! ଗୋଟେ ପଲିଥିନରେ କଟା ମୁଣ୍ଡ ଆଉ କିଛି ପଲିଥିନରେ ଗୋଡ଼, ହାତ, ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ
ଟୁମାକୁରୁ: କର୍ଣ୍ଣାଟକ କୋରାଟେଗରସ୍ଥିତ କୋଲାଲା ଗାଁ ରାସ୍ତା କଡ଼ରେ ପଲିଥିନ୍ ପୁଡିଆରୁ ଦୁର୍ଗନ୍ଧ ଆସୁଥିବାର ଜାଣି ଗାଁ ଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଲେ ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦେଖିଲା ବେଳକୁ ବଲିଥିନ୍…