ମାଗଣା ପାଠପଢ଼ା ପାଇଁ ସୂବର୍ଣ୍ଣ ସୁଯୋଗ… SATHEE ଦେଉଛି ସରକାରୀ ଚାକିରିର ଗ୍ୟାରେଣ୍ଟି ସହିତ ଅନେକ କିଛି ସୁବିଧା

ଓଡ଼ିଶା ଭାସ୍କର: ଛାତ୍ରଛାତ୍ରୀ ହୁଅନ୍ତୁ ଅବା ଅଭିଭାବକ, ସମସ୍ତଙ୍କ ଇଚ୍ଛା ଗୋଟେ ଭଲ ସରକାରୀ ଚାକିରି କରିବା । ଆଜିକାଲି ବ୍ୟାଙ୍କ୍ ସେକ୍ଟର, କ୍ଲରିକାଲ ଏବଂ ଅଫିସର ର୍ୟାଙ୍କ ଜବ୍ ପାଇଁ ବହୁ କୋଚିଂ ସେଣ୍ଟରମାନ ରହିଛି ।…

Breaking: ହାତୀ ଆକ୍ରମଣରେ ୩ ବନ କର୍ମଚାରୀ ଆହତ, ୨ଜଣ ଗୁରୁତର ବଲାଙ୍ଗୀର ମେଡିକାଲରେ ଭର୍ତ୍ତି

କଣ୍ଟାବାଞ୍ଜି: ହାତୀ ଆକ୍ରମଣରେ ୩ ବନ କର୍ମଚାରୀ ଆହତ ହୋଇଛନ୍ତି । ବଡ଼ବାଙ୍କୀ ଜଙ୍ଗଲରେ ହାତୀ ଘଉଡ଼ାଇବାବେଳେ ଏହି ଅଘଟଣ ଘଟିଛି । ୨ ଗୁରୁତର କର୍ମଚାରୀଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟଜଣେ…

Breaking: ସାଇରନ୍ ବିଗାଡ଼ିଦେଲା ସବୁ ଖେଳ, ନକଲି ବନ୍ଧୁକ ଧରି ଲୁଟ୍ ପାଇଁ ବ୍ୟାଙ୍କରେ ପଶିଥିଲେ…

ବରଗଡ଼: ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଭଣ୍ଡୁର । ଅନଲାଇନ୍ ଗେମରେ ୧୨ ଲକ୍ଷ ହାରିଯିବାରୁ ଟଙ୍କା ଭରଣ ପାଇଁ ବ୍ୟାଙ୍କ ଲୁଟ୍ ଉଦ୍ୟମ କରାଯାଇଥିବା କୁହାଯାଉଛି । ପ୍ରେସ୍ ମିଟ୍ ଜରିଆରେ ସୂଚନା ଦେଇଛନ୍ତି…

ବଲିଉଡ୍ ଆକ୍ଟରଙ୍କଠାରୁ ମଧ୍ୟ ଧନୀ ଏହି ଶିଶୁ କଳାକାର, ମାତ୍ର ୯ ବର୍ଷ ବୟସରେ ଆରମ୍ଭ କରିଥିଲେ ନିଜ ଶୋ’

ୱାଶିଂଟନ୍: ବିଶ୍ୱର ସବୁଠୁ ଧନୀ ଶିଶୁ କଳାକାର ଭାବେ ପରିଚୟ ସୃଷ୍ଟି କରିଛନ୍ତି, ଲେନ୍ ଆର୍ମିଟେଜ୍ । ବହୁ ବଲିଉଡ୍ କଳାକାରଙ୍କଠାରୁ ମଧ୍ୟ ଲେନ୍ ଧନୀ ଅଟନ୍ତି । କିଶୋର ବୟସ ଆସିବା ପୂର୍ବରୁ ହିଁ ସେ ନିଜ ବୟସଠାରୁ ଅଧିକ…

ଫେଙ୍ଗଲ ନେଲା ୩ ଜୀବନ ଦେଲା ବନ୍ୟା କଷ୍ଟ… ସ୍ଥାନୀୟ ଅଞ୍ଚଳରେ ବନ୍ୟାସ୍ଥିତି, ଉଦ୍ଧାର କାର୍ଯ୍ୟରେ ମୁତୟନ ସେନା

ପୁଡୁଚେରୀ: କେନ୍ଦ୍ରସାଶିତଅଞ୍ଚଳ ପୁଡୁଚେରୀରେ ୩୦ବର୍ଷର ରେକର୍ଡ ଭାଙ୍ଗିଛି ବାତ୍ୟା ଫେଙ୍ଗଲ । ଶନିବାର ସନ୍ଧ୍ୟାରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ଏହା ପ୍ରଭାବରେ ପ୍ରଭାବିତ…

ଖାଉଟିଙ୍କ ପାଇଁ ଖୁସି ଖବର… ପଚିଯିବ ପଶ୍ଚିମବଙ୍ଗ ଆଳୁ , ରାଜ୍ୟରୁ ଦୂରହେବ ଆଳୁ ଟେନସନ୍

ଭୁବନେଶ୍ୱର: ଉତ୍ତର ପ୍ରଦେଶରୁ ୩୦୦ ଆଳୁ ଟ୍ରକ୍ ଓଡ଼ିଶା ଆସୁଛି । ବଜାରରେ ଆଳୁ ମହଜୁଦ ହେବାପରେ, ଦର ନିୟନ୍ତ୍ରଣକୁ ଆସିବ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେ ବର୍ତ୍ତମାନ ୭…

(Video): ମୁହଁ ଖୋଲିଲେ କ୍ରିକେଟର ‘ମିଛ ମିମ୍ ଦଉଛି କଷ୍ଟ…’ ଆଇପିଏଲରେ ଖେଳେଇବା ପାଇଁ ନିଲାମ ନେଲେନି କେହି

ନୂଆଦିଲ୍ଲୀ: କ୍ରିକେଟର ପୃଥ୍ୱୀ ଶ’ ଏଥରକ ଆଇପିଏଲ୍ ମ୍ୟାଚରୁ ବାଦ୍ ପଡ଼ିଛନ୍ତି । କିଛିଦିନ ତଳେ ସାଉଦି ଆରବରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ମେଗା ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିଲାମ କାର୍ଯ୍ୟକ୍ରମ ୨ ଦିନ…

Breaking: ପୋଲିସକୁ ବଡ଼ ସଫଳତା… ମାଓବାଦୀ କ୍ୟାମ୍ପ ଠାବ ସାଙ୍ଗକୁ ବିପୁଳ ସାମଗ୍ରୀ ଜବତ

ବୌଦ୍ଧ: ବୌଦ୍ଧ ମନମୁଣ୍ଡା ଥାନା କନାଗୁଡ଼ା ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଛି ପୋଲିସ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ୍ କରାଯାଉଥିବାବେଳେ ମାଓବାଦୀଙ୍କ କ୍ୟାମ୍ପ…

ଅବିବାହିତ ପୁରୁଷ ଶୀଘ୍ର ହୋଇଯାନ୍ତି ବୁଢ଼ା, କିନ୍ତୁ ସିଙ୍ଗଲ ମହିଳା ରୁହନ୍ତି ବେଶୀ ସୁଖୀ

(ଓଡ଼ିଶା ଭାସ୍କର): କୁହାଯାଏ ସିଙ୍ଗଲ ଲୋକ ସବୁବେଳେ ଖୁସି ରୁହନ୍ତି । ମନଇଚ୍ଛା ନିଜ ଜୀବନ ଜୀଅନ୍ତି ସିଙ୍ଗଲ ଲୋକ । ଯେଉଁକାରଣରୁ ବହୁ ବର୍ଷ ପର୍ଯ୍ୟନ୍ତ ସେମାନେ ନିଜକୁ ଯୁବା ବୋଲି ଭାବନ୍ତି । ନିକଟରେ କରାଯାଇଥିବା ଏକ…

Breaking: ପୁଣି ବନ୍ଧାହେବେ ରାଜ୍! ଘରେ, କାର୍ଯ୍ୟାଳୟରେ ଇଡି ବିଭାଗର ଚଢ଼ାଉ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜ ରାଜ କୁନ୍ଦ୍ରାଙ୍କ ଘରେ ରେଡ୍ । ଶୁକବ୍ରାର ସକାଳୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ରାଜଙ୍କ ଘରେ ଓ କାର୍ଯ୍ୟାଳୟ ଦୁଇଟିଯାକ ସ୍ଥାନରେ ଇଡି ଟିମ୍…