କମିବନି ପିଆଜ ଦର ! ଅର୍ଥନୀତି ଉପରେ ପଡ଼ିବ ବଡ଼ ପ୍ରଭାବ… ୫୭ ମାସରେ ସର୍ବାଧିକ ରହିଛି ପରିବା ଦାମ୍
ନୂଆଦିଲ୍ଲୀ: ପିଆଜ ଦର ୧୦୦ ପାର୍ ହେବାକୁ ଅପେକ୍ଷା । କାରଣ ଦିନକୁ ଦିନ ଲୋକଙ୍କ ପିଆଜ ଖିଆ ବନ୍ଦ ହେଉଛି ପଛେ ଖାଦ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ପିଆଜର ଦର କମିବାର ନାଁ ନେଉନାହିଁ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ…