ସାମାନ୍ୟ ଭୁଲ୍ ପାଇଁ ୫୦୦ ମିଟର ଉଚ୍ଚ ଘାଟିରୁ ଖସିଲା କାର: ଲିଭିଗଲା ୬ ଜୀବନ ଦୀପ 

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଚମ୍ବାରେ ଘଟିଯାଇଛି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ୫୦୦ ମିଟର  ଉଚ୍ଚ ଘାଟିରୁ  କାର୍ ଖସିପଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବାବେଳେ ୨ ମହିଳା…

ମିଳିଗଲା ନବ ଗ୍ରହଙ୍କୁ ପ୍ରସନ୍ନ କରିବାର ଉପାୟ… ଗାଈଙ୍କୁ ପ୍ରତିଦିନ ଏହି ୯ ପ୍ରକାର ଖାଦ୍ୟ ଦେଲେ କଟିଯିବ ଗ୍ରହ ଦୋଷ

ଓଡିଶା ଭାସ୍କର : ହିନ୍ଦୁ ଧର୍ମରେ ଗାଈକୁ ମାତା ଭାବରେ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଗାଈରେ 33 କୋଟି ଦେବା, ଦେବୀ ବାସ କରନ୍ତି। ଏପରିକି ଏକ ପରମ୍ପରା ଅଛି ଯେ ପ୍ରଥମ ରୋଟି ଗାଈକୁ ଦାନ କରାଯିବ। ଜ୍ୟୋତିଷ…

ରକ୍ଷାବନ୍ଧନ ନିୟମ: ଜାଣନ୍ତୁ ରାକ୍ଷୀ ପୂର୍ଣ୍ଣିମାରେ କାହାକୁ ରାକ୍ଷୀ ବାନ୍ଧିବା ଉଚିତ୍ ଆଉ କାହାକୁ ନୁହେଁ

ଓଡିଶା ଭାସ୍କର: ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ରକ୍ଷାବନ୍ଧନ ପ୍ରେମ, ସୁରକ୍ଷା ଏବଂ ସମ୍ମାନର ଏକ ପର୍ବ। ଏହି ଦିନ, ବିଶେଷକରି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ…

ପାକିସ୍ତାନକୁ ଲଜ୍ଜା… ମ୍ୟାଚ୍ ଅଧାରୁ ପାକିସ୍ତାନର Star କ୍ରିକେଟରଙ୍କୁ ଟେକିନେଲା UK ପୋଲିସ

କରାଚୀ: ପାକିସ୍ତାନରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଇଂଲଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନୀ କ୍ରିକେଟର ହାଇଦର ଅଲିଙ୍କୁ ବଳାତ୍କାର ମାମଲାରେ ୟୁକେ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ଏକ ଫୌଜଦାରୀ…

ଟ୍ରମ୍ପଙ୍କ ଟାରିଫ ମାଡ଼ରେ କମିବ ଭାରତୀୟ ସାମଗ୍ରୀ ଚାହିଦା; କପଡ଼ା, ଚିଙ୍ଗୁଡ଼ି, ଅଳଙ୍କାର ବ୍ୟବସାୟୀ ଚିନ୍ତାରେ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପୂର୍ବରୁ 25 ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ଏବେ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଦଣ୍ଡ ସ୍ୱରୂପ ଆଉ 25 ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ…

ଈଶ୍ୱରଙ୍କ ନାମ ଜପୁଥିବା ସାଧୁ; ସ୍ତ୍ରୀ’ ମୁଣ୍ଡକୁ ହାତୁଡ଼ିରେ ଛେଚି କଲା ହତ୍ୟା

ନୂଆଦିଲ୍ଲୀ: ସାଉଥ୍ ଦିଲ୍ଲୀର ନେବ ସରାଇରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଯେଉଁଥିରେ ଜଣେ ୫୫ ବର୍ଷୀୟ ସ୍ୱାମୀ କରିଛନ୍ତି ସ୍ତ୍ରୀ’ର ହତ୍ୟା । ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ପ୍ରମୋଦ…

ଆସୁଛନ୍ତି ପୁଟିନ୍… ଅଗଷ୍ଟ ଶେଷରେ ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆସିବେ ଭାରତ । ଅଗଷ୍ଟ ଶେଷ ସୁଦ୍ଧା ପୁଟିନ୍ ଭାରତ ଆସିବେ ବୋଲି ଖବର ପ୍ରକାଶ ପାଇଛି । ମସ୍କୋ ଗସ୍ତରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷିଆ…

Videoରେ ଦେଖନ୍ତୁ ରୋଡ ରୋମିଓଙ୍କ କୀର୍ତ୍ତି: ଯୁବତୀଙ୍କ ଆଗରେ ପ୍ୟାଣ୍ଟ ଖୋଲି ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ….

ଗୁରୁଗ୍ରାମ: ଗୁରୁଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ମହିଳାମାନଙ୍କ ପାଇଁ ଆଜିକାଲି କୌଣସି ଜାଗା ସୁରକ୍ଷିତ ନୁହେଁ । ଯୁବତୀ ଜଣକ ଜୟପୁରରୁ ଗୁରୁଗ୍ରାମ ଆସୁଥିଲେ । ରାଜୀବ ଚୌକରେ ଯୁବତୀ…

ମୁଖ୍ୟ ଶାସନ ସଚିବଙ୍କ ଚେତାବନୀ! ୩୧ ତାରିଖ ସୁଦ୍ଧା ୨୨ ହଜାର ୮୯୬ ପଦବୀ ପୂରଣ କର

ଭୁବନେଶ୍ୱର: ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ । ୧୦ ବିଭାଗର ଗ୍ରୁପ୍-ସି ପଦ ପୂରଣ ପାଇଁ ସଚିବଙ୍କ ନିର୍ଦ୍ଦେଶ । ଖୁବଶୀଘ୍ର…

ଝିଅ ବୁଝିଲାନି ବାପାର କଷ୍ଟ! ପ୍ୟାନରେ ବାପା ମୁଣ୍ଡକୁ ମାରି ପଠାଇଦେଲା ଆର ପାରି

ନୂଆଦିଲ୍ଲୀ: ବାପାଙ୍କୁ ହତ୍ୟା ଅଭିଯୋଗରେ ଝିଅକୁ ବାନ୍ଧିଛି ପୋଲିସ । ନୂଆଦିଲ୍ଲୀ ସ୍ଥିତ ଜିଟିବି ହସ୍ପିଟାଲରୁ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଅପରାହ୍ନ ୩ଟା ୩୫ ମିନିଟରେ ସୂଚନା ପାଇଥିଲା । ମୃତକଙ୍କ ପୁଅ ଶିବମ…