(Video) ଟ୍ରେଣ୍ଡ କଲାଣି ପ୍ରଥମେ ଭିଡିଓ ଆଉ ତା’ ପରେ… ୟୁପିରେ ସ୍ତ୍ରୀ ନିର୍ଯାନତାର ଶିକାର ଯୁବକ ହାରିଲେ ପ୍ରାଣ
ହମିରପୁର: ଗୋଟାଏ ପରେ ଗୋଟାଏ ସ୍ୱାମୀ ପ୍ରାଣ ହରାଇବାରେ ଲାଗିଛନ୍ତି । ତା’ପୁଣି ଘରୋଇ କଳି ବିଶେଷ କରି ସ୍ତ୍ରୀ ନିର୍ଯାତନା ପାଇଁ । ୭ ଜନ୍ମର ସାଥୀ ହେବା ଲାଗି ହାତ ଧରିଥିବା ସ୍ତ୍ରୀ ସ୍ୱାମୀମାନଙ୍କୁ ଆତ୍ମହତ୍ୟା…