ହଠାତ୍ ବିଗିଡ଼ିଗଲା ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା! ସକାଳୁ ସକାଳୁ ଡାକ୍ତରଖାନାରେ ଭର୍ତ୍ତି ହେଲେ କିଆରା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ନେଇ ଦୁଃଖ ଖବର ସାମ୍ନାକୁ ଆସିଛି । କିଆରାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି ।
ଅସୁସ୍ଥତା କାରଣରୁ…