ଆଜିଠୁ କଂସଙ୍କ ଆଦେଶରେ ଥରିବ ବରଗଡ଼, ୭୭ ବର୍ଷରେ ପାଦ ଥାପିଲା ପ୍ରସିଦ୍ଧ ଧନୁ ଯାତ୍ରା

ବରଗଡ଼: ଆଜିଠାରୁ ଆରମ୍ଭ ଓଡ଼ିଶା ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା । ଅମ୍ବାପାଲିରେ ଶୁଭିବ ମହାରାଜ କଂସଙ୍କ ଅଟହାସ୍ୟ ପୂର୍ଣ୍ଣ ହସ । ଚଳିତ ବର୍ଷ ଧନୁ ଯାତ୍ରା ବ୍ୟାପକ ଓ ଭିନ୍ନ ହେବାକୁ ଯାଉଛି । ଆଜି ଉଦଘାଟନୀ ଉତ୍ସବରେ…

ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ଖଣ୍ଡା ଭଳି ଠେଙ୍ଗା ବୁଲେଇଲେ ମହିଳା, ଦେଖନ୍ତୁ (Video)

ସମ୍ଭଲ: ମହିଳାଙ୍କ ଅଜବ କାରନାମା । ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଗୋଡ଼େଇ…

ଆହୁରି ସୁନ୍ଦରୀ ହେବେ ମହିଳା କଏଦୀ! ନୂଆ ବର୍ଷରେ କଏଦୀଙ୍କ ପାଇଁ ବଡ଼ ଉପହାର, ଜେଲରେ ଖୋଲିଲା ପାର୍ଲର

ନୂଆଦିଲ୍ଲୀ: ପାର୍ଲର ଯାଇ ନିଜକୁ ସବୁବେଳେ ମେଣ୍ଟେନ ରଖୁଥିବା ମହିଳା କଏଦୀଙ୍କୁ ନାହିଁ ଟେନଶନ୍ । କାରଣ ଜେଲରେ ଥାଇ ମଧ୍ୟ ସେମାନେ ତାଙ୍କ ସ୍କିନ୍ କେୟାର ରୁଟିନ୍ ଫଟୋ କରିପାରିବେ । କାରଣ ଏବେ ତିହାର ଜେଲରେ…

Breaking: ଆୟୁଷ୍ମାନ ଯୋଜନାରେ ମହିଳାଙ୍କୁ ମିଳିବ ଅଧିକ ୫ ଲକ୍ଷ ବୀମା ସୁବିଧା, ଖୁବଶୀଘ୍ର ରାଜ୍ୟରେ ହେବ ଲାଗୁ

ଭୁବନେଶ୍ୱର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କର ବୀମା ସୁବିଧା ମିଳିବ । ଏ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହି…

ଏକ୍ସପାରି ମୋବାଇଲରେ ଚାଲିବନି Whatsapp, କିଣିବାକୁ ପଡ଼ିବ ନୂଆ ଫୋନ୍! ଜାଣନ୍ତୁ କେଉଁ କେଉଁ ଫୋନରେ ସର୍ଭିସ୍ ବନ୍ଦ କରିବ କମ୍ପାନୀ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହୋଇସାରିଛି । ବର୍ଷ ବଦଳିବା ସହ ଅନେକ ପରିବର୍ତ୍ତନ ମଧ୍ୟ ଘଟିବା ଆରମ୍ଭ ହୋଇଯାଇଛି । ବହୁଳ ବ୍ୟବହାର କରାଯାଉଥିବା ହ୍ୱାର୍ଟ୍ସଆପ୍ ମଧ୍ୟ ନିଜ ନିୟମରେ କିଛିଟା ପରିବର୍ତ୍ତନ କରିଛି ।…

Breaking: ସିଂହଦ୍ୱାରରେ ଶ୍ରଦ୍ଧାଳୁ ଠେଲାପେଲା, ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରେ ପଶିଲେ ଭକ୍ତ

ପୁରୀ: ନୂଆବର୍ଷ ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ମଧ୍ୟ ରାତ୍ରୀରୁ ଭକ୍ତଙ୍କ ଭିଡ଼ ଲାଗିଛି । ଠେଲାପେଲା ପରିସ୍ଥିତି ଉପୁଜିବା କାରଣରୁ ଶ୍ରଦ୍ଧାଳୁ ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି । ସିଂହଦ୍ୱାର…

Breaking: ନୂଆ ବର୍ଷର ସକାଳ ପାଲଟିଲା ଅଭିଶାପ, ହାଇୱା ଚକାତଳେ ଚାପି ହୋଇଗଲା କୁନି ଝିଅ

କଟକ: ନୂଆ ବର୍ଷରେ କଟକରେ ଘଟିଯାଇଛି ବଡ଼ ଦୁର୍ଘଟଣାରେ । ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଆଖି ବୁଜିଦେଲା କୁନି ଝିଅ । କୁନି ଝିଅ ଉପରେ ମାଡ଼ିଗଲା ହାଇୱା । ଯୋବ୍ରା ବ୍ୟାରେଜ୍ ନିକଟରେ ବାଇକକୁ ଧକ୍କା ଦେଲା ହାଇୱା ।…

Breaking: ନୂଆ ବର୍ଷରେ CM ମୋହନ ମାଝୀଙ୍କ ବାର୍ତ୍ତା: ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନରେ ଯୋଗଦେବା ପାଇଁ ସଂକଳ୍ପବଦ୍ଧ ହେବା

ଭୁବନେଶ୍ୱର: ନୂଆ ବର୍ଷ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ନବ ବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ…

ଆମିଷ ଖାଇ ନୂଆ ବର୍ଷ ପାଳିବେ ଲୋକେ, ବଜାରରେ ଭିଡ଼ କହିଲେ ନ ସରେ …

ଭୁବନେଶ୍ୱର: ୨୦୨୪କୁ ବିଦାୟ ଦେଇ ନୂଆ ବର୍ଷ ୨୦୨୫ ଆରମ୍ଭ ହୋଇସାରିଛି । ମଜାମସ୍ତିରେ ପ୍ରିୟଜନଙ୍କ ସହ ନୂଆବର୍ଷ ମନେଇବା ପାଇଁ ପିକନିକ୍ ସାଙ୍ଗକୁ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଛି । ବୁଧବାର ନୂଆବର୍ଷ ପଡ଼ିବା କାରଣରୁ…

Breaking: ଜିରୋ ନାଇଟ ସେଲିବ୍ରେଶନବେଳେ ଫୁଟିଲା ଗୁଳି, ୪ ଆହତ ହସ୍ପିଟାଲରେ ଭର୍ତ୍ତି

ଖଲ୍ଲିକୋଟ: ନୂଆବର୍ଷ ଆରମ୍ଭରୁ ଅଘଟଣ ଖବର । ଖଲ୍ଲିକୋଟରେ ଜିରୋ ନାଇଟରେ ଗୁଳିକାଣ୍ଡ । ରମ୍ଭାଥାନା ବସୁଳିଆ ଓଡ଼ିଆରପି କଲୋନୀରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା । ୪ ଗୁରୁତରଙ୍କୁ…