ତୋ ବାପାକୁ କହ ଆମକୁ କାର୍ ଦେବ… ନହଲେ ତୋ ଜୀବନ ଆମେ ନେଇଯିବୁ… ଯୌତୁକ ପାଇଁ ସ୍ତ୍ରୀକୁ କୋଲ୍ଡଡ୍ରିଙ୍କରେ ବିଷ ମିଶାଇ ପିଆଇଲା…
ଭୋପାଳ: ଦେଶରେ ଗ୍ରେଟର ନୋଏଡା ବଧୂହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ମଧ୍ୟ ପ୍ରଦେଶ ଗ୍ୱାଲିଓରରୁ ଯୌତୁକ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି ।
ଘଟଣାଟି ମହାରାଜପୁରା ଥାନା ଅର୍ନ୍ତଗତ ଡିଡି…