ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବ୍ୟବସାୟୀଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ବ୍ୟବସାୟୀଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ବାହାଦଲପୁର କେନାଲ ବନ୍ଧରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବକଙ୍କ ରକ୍ତାକ୍ତ ମୃତଦେହ ପୋଲିସ ଜବତ କରିଥିବାବେଳେ ମୃତଦେହକୁ ଦେଖି ହତ୍ୟା ସାନ୍ଦେହ…

“ମୋତେ ନିଅ ଜଲଦି…” ନାବାଳିକାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ଆଉ ଜଣେ ଝିଅ, ବୁର୍ଲାରେ ହେବ ଚିକିତ୍ସା

ବରଗଡ଼: ବରଗଡ଼ ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ନାବାଳିକା ଆତ୍ମାହୁତି ଘଟଣାରେ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ରେକର୍ଡ ହୋଇଛି ନାବାଳିକାଙ୍କ ଜମାନବନ୍ଦୀ । ଯେଉଁଥିରେ ପୀଡ଼ିତା ଦେଇଛନ୍ତି ବଡ଼ ବୟାନ । ୮ମ…

ଥାଇରଏଡ୍ ରୋଗୀଙ୍କ ପାଇଁ ଜରୁରୀ ଏହି ଭିଟାମିନ୍, ରୋଗକୁ ଦବାଇବାରେ କରିବ ସାହାଯ୍ୟ

ଓଡିଶା ଭାସ୍କର: ଶରୀରରେ ଭିଟାମିନର ଅଭାବ ଅନେକ ଗମ୍ଭୀର ରୋଗର ଆଶଙ୍କା ବୃଦ୍ଧି କରେ। କେବଳ ଭିଟାମିନ ନୁହେଁ, ସମସ୍ତ ପୋଷକ ତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଏପରି ପରିସ୍ଥିତିରେ, ଥାଇରଏଡ୍ ରୋଗୀଙ୍କୁ ମଧ୍ୟ କିଛି ବିଶେଷ…

ଆକାଶରେ ୨ ଘଣ୍ଟା ଚକ୍କର କାଟିଲା ଯାତ୍ରୀବାହୀ Air India ପ୍ଲେନ୍, ଥିଲେ ଅନେକ କଂଗ୍ରେସ ସାଂସଦ, ଅଳ୍ପକେ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ରବିବାର ତିରୁଭାନନ୍ତପୁରମରୁ ନୂଆଦିଲ୍ଲୀ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଚେନ୍ନାଇ ଅଭିମୁଖେ ସ୍ଥାନାନ୍ତର କରିବାକୁ ପଡିଲା କାରଣ ଖରାପ ପାଗ ଯୋଗୁଁ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା ।…

ପୁଣି ଆତ୍ମାହୁତି: ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ୮ମ ଶ୍ରେଣୀ ଛାତ୍ରୀ

ବରଗଡ଼: ପେଟ୍ରୋଲ ଡାଲି ନାବାଳିକାର ଆତ୍ମାହୁତି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି । ବରଗଡ଼ ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳାଯାଇଛି । ସକାଳୁ ଏକ ପଡ଼ିଆ ମଧ୍ୟକୁ ଯାଇ ନାବାଳିକା ଜଣକ…

ଶୁଭମନଙ୍କ ଉପରେ ଭରଷା କମ୍ !କିଏ ହେବେ Asia Cup 2025 ମ୍ୟାଚରେ ଭାରତୀୟ ଟିମର କ୍ୟାପ୍ଟେନ୍?

ନୂଆଦିଲ୍ଲୀ: କ୍ରିକେଟ ଏସିଆ କପ୍ ସେପ୍ଟେମ୍ବର 9 ରୁ ଆରମ୍ଭ ହେବ, ଏ ନେଇ ଅଗଷ୍ଟ ତୃତୀୟ ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯାଇପାରେ। ଆଶା କରାଯାଉଛି ଯେ ଟି-20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅସ୍ତ୍ରୋପଚାର ପରେ…

ଗାଧୋଇବା ପରେ ଏହି ଛୋଟ ଛୋଟ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ, ନଚେତ୍ ୩ ଶକ୍ତିଶଳୀ ଗ୍ରହ ଦେବେ ଅଶୁଭ ଫଳ

ଓଡିଶା ଭାସ୍କର: ସ୍ନାନ କରିବା ଦ୍ୱାରା ଶରୀର ଏବଂ ମନ ପବିତ୍ର ହୁଏ। କିନ୍ତୁ ସ୍ନାନ ପରେ କିଛି ଜିନିଷ ନ କରିବା ଉଚିତ। ସ୍ନାନ ପରେ ତୁରନ୍ତ ଏହି କାମ କରିବା ଦ୍ୱାରା ସୂର୍ଯ୍ୟ, ଚନ୍ଦ୍ର ଏବଂ ରାହୁ ଭଳି…

୨ ସ୍ତ୍ରୀଙ୍କ କଳିରେ ବଳି ପଡ଼ିଲା ସ୍ୱାମୀ, ଦ୍ୱିତୀୟ ସ୍ତ୍ରୀ କାଟିଦେଲା ସ୍ୱାମୀର ଯୌନାଙ୍ଗ

ଜଗଦିଶପୁର: ଘରୋଇ କଳି ପାଇଁ ସ୍ୱାମୀର ଗୁପ୍ତାଙ୍ଗ କାଟି ଦେଲା ସ୍ତ୍ରୀ । ଖବର ପଢ଼ିଲାବେଳକୁ ଅଜବ ଲାଗିଲେ ମଧ୍ୟ ଏହା ସତ । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ଜଗଦିଶପୁର ଅଞ୍ଚଳ ଫସନଗଞ୍ଜ କଚନ ଗ୍ରାମରେ । ସେଠାରେ…

ବାପା, ମା’ଙ୍କ ସାମ୍ନାରୁ ବଢ଼ିଲା ଝିଅକୁ ଟେକି ନେଲେ ମାସ୍କ ପିନ୍ଧା ଯୁବକ

ଉଦଳା: ଉଦଳାରେ ଘଟିଛି ଜଘନ୍ୟ ଅପରାଧ । ମୁହଁରେ ମାସ୍କ ଲଗାଇ ବାପା, ମା’ଙ୍କ ସାମ୍ନାରୁ ଝିଅକୁ ଟେକିନେଲେ ଦୁର୍ବୃତ୍ତ । ଉଦଳା ବଜାରରେ ଅପହରଣ କରିନେଲେ ମୁଖାପିନ୍ଧା ୪ରୁ ୫ ଦୁର୍ବୃତ୍ତ । ବାପା, ମା’ ବିରୋଧ…

ବିଚିତ୍ର ସଂଯୋଗ: ଛତିଶଗଡ଼ ଯୁବକଙ୍କ ସହ ଫୋନରେ କଥା ହେଲେ ଷ୍ଟାର କ୍ରିକେଟର ବିରାଟ ଓ ଅନ୍ୟମାନେ

ରାୟପୁର: ଭାରତୀୟ କ୍ରିକେଟର ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଅଧିନାୟକ ରଜତ ପତିଦାରଙ୍କ ସହିତ ଏକ ଅଜବ ଘଟଣା ଘଟିଛି। ରଜତଙ୍କ ପୁରୁଣା ମୋବାଇଲ୍ ନମ୍ବରକୁ ନେଇ ଆସିଛି ଏହି ଖବର। ଶେଷରେ ପୋଲିସକୁ ଏହି…