ଦେଖନ୍ତୁ (Video) ଜମ୍ମୁରେ Thar ତାଣ୍ଡବ: ବୃଦ୍ଧଙ୍କୁ ଧକ୍କା ଦେଲା ପରେ ପଛୁଆ କାର୍ ଆଣି ଚଢ଼େଇଦେଲା
ଜମ୍ମୁ: ଜମ୍ମୁରେ ଏକ ଚାଞ୍ଚଲ୍ୟକର ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଥାର ଆରୋହୀ ଗାନ୍ଧୀନଗର ସହରର ପଶ ଅଞ୍ଚଳରେ ସ୍କୁଟିରେ ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଇଥିଲେ। ଜମ୍ମୁରେ ଭାଇରାଲ ହେଉଥିବା ଏହି…