Breaking News କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ, ୪ ଜଣ ଆହତ Jyotirmayee Jul 2, 2025 ହାଇଦ୍ରାବାଦ୍: ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଆହତମାନଙ୍କ ଭିତରେ ମଧ୍ୟ ୪ ଓଡ଼ିଆ ସାମିଲ ଅଛନ୍ତି । ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।…
ବିଦେଶ ହଠାତ୍ ଯାତ୍ରୀବାହୀ ବିମାନ ୨୬,୦୦୦ ଫୁଟ ତଳକୁ ଖସିଲା, ମନକୁମନ ଖୋଲିଗଲା ଅକ୍ସିଜେନ୍ ମାସ୍କ Jyotirmayee Jul 2, 2025 ଟୋକିଓ: ଆଉ ଏକ ବଡ଼ ବିମାନ ଦୁର୍ଘଟଣା ହେବାରୁ ଅଟକିଗଲା । ଯାତ୍ରୀଙ୍କୁ ନେଇ ଯାଉଥିବା ଜାପାନ ଏୟାରଲାଇନ୍ସ ଫ୍ଲାଇଟ୍ ହଠାତ୍ ୨୬ ହଜାର ତଳକୁ ଖସିପଡ଼ିଲା । ଯାହାର ଭିଡିଓମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ବେହାରେ ଲାଗିଛି…
ଦେଶ ମହମ୍ମଦ ଶାମିଙ୍କ ଉପରେ ୭ ବର୍ଷର କରଜ, ଝିଅ ଏବଂ ସ୍ତ୍ରୀଙ୍କୁ ଦେବେ ଏତିକି କୋଟି ଟଙ୍କା, ଜାଣନ୍ତୁ କ’ଣ ପୁରା ମାମଲା Jyotirmayee Jul 2, 2025 କୋଲକାତା: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାନଙ୍କ ମାମଲା କୋର୍ଟରେ ଚାଲିଛି। ମାମଲାର ନିଷ୍ପତ୍ତି ମଙ୍ଗଳବାର, ୧ ଜୁଲାଇରେ ଆସିଛି। କୋଲକାତା ହାଇକୋର୍ଟ ମହମ୍ମଦ ଶାମିଙ୍କୁ…
Cricket IPL 2026 ପାଇଁ ଏବେଠାରୁ ପ୍ରସ୍ତୁତି, ରାଜସ୍ଥାନ ରୟାଲ୍ସର ୬ ଖେଳାଳି ପରିବର୍ତ୍ତନ କରିବେ ଦଳ! ସଞ୍ଜୁ ସାମସନ୍ ସବା ଆଗରେ Jyotirmayee Jul 2, 2025 ନୂଆଦିଲ୍ଲୀ: IPL ମେଗା ନିଲାମ ପାଇଁ ଏବେ ବି ସମୟ ଅଛି, କିନ୍ତୁ ଦଳଗୁଡ଼ିକ ସେମାନଙ୍କର ଦଳକୁ ମଜବୁତ କରିବା ପାଇଁ ସକ୍ରିୟ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ରାଜସ୍ଥାନ ରୟାଲ୍ସ (RR)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି…
Featured ଦେହ ପାଇଁ ଭଲ ନୁହେଁ ଗରମ ଚା’ ସହିତ ପକୁଡି! ଖାଆନ୍ତୁ ଏହି ସବୁ ଜିନିଷ, ରୁହନ୍ତୁ ସତର୍କ Jyotirmayee Jul 2, 2025 ଓଡିଶା ଭାସ୍କର: ବର୍ଷା ଦିନିଆ ପାଗକୁ ହାତରେ ଗରମ ଚା କପ୍ ଏବଂ ପକୁଡି,ଆତ୍ମାକୁ ଖୁସି କରିଥାଏ। ବର୍ଷା ଋତୁ ଚା ଏବଂ ପକୁଡିର ସମହାରକୁ ଦ୍ବିଗୁଣିତ କରେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ସ୍ୱାଦିଷ୍ଟ ଆନନ୍ଦ…
Breaking News BMC ଅତିରିକ୍ତ କମିଶନରଙ୍କୁ ବିଧା, ଗୋଇଠା: BJPର ୫ ଜଣ ନିଲମ୍ବିତ Jyotirmayee Jul 1, 2025 ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ମାରିବା ଘଟଣାରେ ବିଜେପି ଦଳରୁ ୫ ଜଣଙ୍କୁ ସସପେଣ୍ଡ କରାଯାଇଛି । କର୍ପୋରେଟର ଅପରୂପ ନାରାୟଣ ରାଉତ ସସପେଣ୍ଡ । ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ…
Cricket ବିରାଟଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି ବଡ଼ ଭାଇ, ଜାଣନ୍ତୁ କୋହଲିଙ୍କ ପରିବାରରେ କିଏ ନେଉଛି ସବୁ ଦାୟିତ୍ୱ Jyotirmayee Jul 1, 2025 ନୂଆଦିଲ୍ଲୀ: ବିରାଟ କୋହଲି ଆଜି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ, ଯିଏ ଟେଷ୍ଟ ଏବଂ ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି। କୋହଲି ଏବେ କେବଳ ODI ଫର୍ମାଟରେ ଖେଳନ୍ତି। ଏବେ ତାଙ୍କ ଭଣଜା…
Breaking News ମାଡ଼ି ଆସୁଛି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି Jyotirmayee Jul 1, 2025 ଭୁବନେଶ୍ୱର: ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଲଘୁଚାପ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ…
ବାଣିଜ୍ୟ ଜୁଲାଇ ମାସ ଆରମ୍ଭରୁ କମିଲା ସୁନା ଦାମ୍, ଜାଣନ୍ତୁ ଆଗକୁ କେତେ ଖସିବ Gold Rate Jyotirmayee Jul 1, 2025 ନୂଆଦିଲ୍ଲୀ: ଜୁଲାଇ ଆରମ୍ଭରୁ କମିଲା ସୁନା ଦର। ଗତ କିଛି ଦିନ ଧରି ସୁନା ମୂଲ୍ୟରେ ନିରନ୍ତର ହ୍ରାସ ଘଟିଛି। ଆଜି ଅର୍ଥାତ୍ ୧ ଜୁଲାଇ, ୨୦୨୫ ରେ ସୁନା ମୂଲ୍ୟରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ, ଏବଂ ଏହା ଗତକାଲି…
ଅପରାଧ ମାଛ କାଟିଲା ଭଳି ପ୍ରେମିକାର ତଣ୍ଟିକୁ କାଟି ଛିଡ଼ାଇ ଦେଲା ପାଗଳପ୍ରେମୀ, ନିଜ ତଣ୍ଟି କାଟିଲା କିନ୍ତୁ ମଲାନି Jyotirmayee Jul 1, 2025 ଭୋପାଳ: ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲା ହସ୍ପିଟାଲରେ ଘଟିଯାଇଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଡାକ୍ତରଖାନାରେ ୧୮ ବର୍ଷୀୟା ଯୁବତୀଙ୍କ ତଣ୍ଟି କାଟିଦେଇଛି ପାଗଳ ପ୍ରେମୀ । ମୃତ ନର୍ସିଂ ଛାତ୍ରୀ ସନ୍ଧ୍ୟା…