CHARIDHAM

ମୋହନ ସରକାର ଲୋକଙ୍କ ରକ୍ତ ଶୋଷୁଛି, ଏ ସରକାର ବିରୋଧରେ ମୁଁ ଲଢ଼ିବାକୁ ଚାହୁଁଛି: ରାହୁଲ

ଭୁବନେଶ୍ୱର: ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ପୁରୀ ରଥଯାତ୍ରା ଅଘଟଣକୁ ନେଇ ୋମହନ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଅଦାନୀ ଓ ତାଙ୍କ ପରିବାର ପାଇଁ ରଥ ରୋକାଗଲା ବୋଲି କହିଲେ…

ସରକାରଙ୍କ ବିରୋଧରେ ଗାଈ, ମଇଁଷି କଲେ ପ୍ରତିବାଦ; ଚାରଣ ଭୂମି ଆମ ଅଧିକାର…

ଚେନ୍ନାଇ: ତାମିଲନାଡ଼ୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନାମ ତାମିଲାର କାଚି (ଏନଟିକେ) ପାର୍ଟି ପକ୍ଷରୁ ଏକ କନଫରେନ୍ସର ଆୟୋଜନ କରାଯାଇଥିଲା, ଯେଉଁଥିରେ ଭୋଟରଙ୍କ ବଦଳରେ ସାମିଲ ହୋଇଥିଲେ ଗାଈ, ବଳଦ, ମଇଁଷି ।…

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଅଳ୍ପ ସମୟରେ ରୋଡ ଶୋ’

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ପହଞ୍ଚିଲେ । ୧୧ଟାବେଳେ ସେ ବିଜୁ ପଟନାୟକ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ୩୦ ମିନିଟ ବିଳମ୍ବରେ ରାହୁଲ ଏଠାରେ ପହଞ୍ଚିଛନ୍ତି ।…

କ୍ଷୀରରେ ଗାଧୋଇଲେ ରାହୁଲ ଗାନ୍ଧୀ, ଓଡ଼ିିଶା ଗସ୍ତକୁ ନେଇ ନେତା-କର୍ମୀ ଉତ୍ସାହିତ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ରାହୁଲଙ୍କ ଫଟୋକୁ କ୍ଷୀରରେ ଗାଧୋଇ…

ସଲମାନଙ୍କ ଫଟୋ ଦେଖି ଗାଧୋଉଥିଲେ କରୀନା କପୁର ଖାନ୍, କମେଡି ଶୋ’ରେ ସଲମାନ କଲେ ଖୁଲାସା

ମୁମ୍ବାଇ: ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ତୃତୀୟ ସିଜିନ୍ ଆରମ୍ଭ ହୋଇଛି ଯେଉଁଥିରେ ସଲମାନ୍ ଖାନ ତାଙ୍କ ଅତିଥି ହୋଇଥିଲେ । ଶୋ'ରେ କପିଲ ସଲମାନଙ୍କ ସହିତ ବହୁତ ମଜା କରିଥିଲେ। ଶୋ’ର ଏକ ଅନଫିଲ୍ଟର ଭିଡିଓ…

Breaking: ଘଟିବ ବଡ଼ ଅଘଟଣ; ବୈତରଣୀ ନଦୀରେ ବନ୍ୟା ଜଳ, ଦବିଗଲା ବ୍ରିଜ୍

ଯାଜପୁର: ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ସ୍ରୋତ ଏତେ ପ୍ରଖର ଥିଲା ଯେ, ବ୍ରିଜ୍ ଦବିଯାଇଥିବା ଖବର ପ୍ରକାଶ ପାଇଛି । ବାଲେଶ୍ୱର ନିକଟରେ ଦବିଲା ବ୍ରିଜର ୨ଟି ସ୍ପାନ୍ । ସ୍ପାନ ଦବିବା ପରେ…

ଜାଣନ୍ତୁ ଶିବ ଲିଙ୍ଗ ଅଧା ପରିକ୍ରମାର ରହସ୍ୟ! ପବିତ୍ର ମାସରେ ଏମିତି କରନ୍ତୁ ଶିବଙ୍କ ଆରଧନା, ମିଳିବ ମହାଦେବଙ୍କ କୃପା

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବତାଙ୍କ ପୂଜା ପାଇଁ କିଛି ବିଶେଷ ନିୟମ ଅଛି। ସେଗୁଡ଼ିକ ବିଷୟରେ ଜାଣିବା ଗୁରୁତ୍ୱପୂର୍ଣ୍ଣ। ନଚେତ୍, ଇଷ୍ଟ ଦେବ କିମ୍ବା ଦେବୀ ଦେବତାର ପୂଜା ନିଷ୍ଫଳ ହୋଇଯାଏ। ଶ୍ରାବଣ…

IND vs ENG: ଦୀର୍ଘ ୨୩ ବର୍ଷର ଅପେକ୍ଷା ପରେ ଟିମ୍ ଇଣ୍ଡିଆକୁ ନୀତିଶ ଦେଲେ ବଡ଼ ସଫଳତା, କ୍ଷଣିକରେ ଇତିହାସ ରଚିଲେ ଏହି ଖେଳାଳି

ଇଂଲଣ୍ଡ: ଲର୍ଡସରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଭାରତ ପାଇଁ ଏକ ଭଲ ଆରମ୍ଭ କରିଛି ଯାହାର ଶ୍ରେୟ ଯୁବ ଦ୍ରୁତ ବୋଲର ନୀତିଶ ରେଡ୍ଡିଙ୍କୁ ଯାଉଛି , ଯିଏ ତାଙ୍କ ପ୍ରଥମ ଓଭରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ…

(Video) ଶ୍ରାବଣ ମାସରେ କାଉଁଡିଆ କଲେ ପାପ; ରାସ୍ତାଉପରେ ମାର-ପିଟ: ମହାଦେବଙ୍କ ନାଁ’ରେ ହଙ୍ଗାମା

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାର ଏବଂ ରୁରକିରେ ବୋଲବମ ଯାତ୍ରା ସମୟରେ ବଡ଼ ହଙ୍ଗାମା ଦେଖିବାକୁ ମିଳିଛି। ହରିଦ୍ୱାରରେ, ଗୁରୁବାର ଦିନ କାଉଁଡିଆମାନେ, ବାହାଦରବାଦ ଥାନା ଅଞ୍ଚଳର କ୍ରିଷ୍ଟାଲ୍ ୱାର୍ଲ୍ଡ ସମ୍ମୁଖରେ…

ବାହାରିବ ସମାଧାନ! ଛୁଟିରେ OAS ଅଫିସର, CM ମନ୍ତ୍ରୀମାନଙ୍କ ସହ କରୁଛନ୍ତି ଆଲୋଚନା

ଭୁବନେଶ୍ୱର: ଓଏଏସ୍ ଅଫିସରଙ୍କ ସମୂହ ଛୁଟି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ବଡ଼ ବୈଠକ ବସିଛି । ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଏମସି…