ପାଣିପାଗ ବିଭାଗର ସତର୍କ ଘଣ୍ଟି: ଏହି ୨ ଜିଲ୍ଲାର ଲୋକ ରୁହନ୍ତୁ ସତର୍କ

ଭୁବନେଶ୍ୱର: ମୟୁରଭଞ୍ଜ, କେନ୍ଦୁଝରରେ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାରେ…

ଦାମୀ କାର୍ ପ୍ରେମରେ ପଡ଼ିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁଭମନ 

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ କେବଳ କ୍ରିକେଟ୍ ପଡ଼ିଆରେ ନୁହେଁ ବରଂ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଖବରର ଶିରୋନାମାରେ ଅଛନ୍ତି। ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର…

ଏଣିକି ବ୍ଲକ୍ ଚକ୍କର କାଟିବାକୁ ପଡ଼ିବନି, ପ୍ରତି ପଞ୍ଚାୟତରେ ତହସିଲ୍

ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମାସରେ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତ÷ସିଲଦାର ପଞ୍ଚାୟତକୁ ଯିବେ…

ଭୁବନେଶ୍ୱର ୟୁନିଟ-୨ରେ ନିର୍ମାଣ ହେବ ୧,୫୦୦ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଶ୍ୱୀରାଜ ହରିଚନ୍ଦାନ । ୟୁନିଟ-୨ରେଥିବା ସରକାରୀ କ୍ୱାର୍ଟର୍ସ ବିପଦ ଶଙ୍କୁଳ ଅବସ୍ଥାରେ…

ଆରମ୍ଭ ହେଲା ‘stop-Diarrhea’ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହେଲା ଷ୍ଟପ୍ ଡାଇରିଆ ଅଭିଯାନ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଅଭିଯାନର କରିଛନ୍ତି ଶୁଭାରମ୍ଭ । ଜିଲ୍ଲାରେ ୧୦ ଦିନ ହେବ ଡାଇରିଆରେ ଲୋକ ଆକ୍ରାନ୍ତ ହେବାରେ…

ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁ ବ୍ୟାପୁଛି ଝାଡ଼ା-ବାନ୍ତି

ଭୁବନେଶ୍ୱର: ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି । ସାମ୍ନାକୁ ଆସିଲା ହଇଜା ପଛର ସତ । ହଇଜା ପଛରେ ଇ-କୋଲାଇ…

ଚଣ୍ଡିଖୋଲ ହୋଟେଲରେ ତନାଘନା, ଯାଜପୁରରେ ପୁଣି ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଯାଜପୁର: ଚଣ୍ଡିଖୋଲର ଏକାଧିକ ହୋଟେଲରେ ଚଢ଼ାଉ କରିଛି ଟିମ୍ । ତହସିଲଦାରଙ୍କ ନେତୃତ୍ୱରେ ହୋଟେଲରେ ଚଢ଼ାଉ ହୋଇଥିବା ସୂଚନା । ପରିସ୍କାର ପରିଚ୍ଛନତା ସହ ଖାଦ୍ୟରମାନ ନେଇ ଚାଲିଛି ଯାଞ୍ଚ । ଡାଇରିଆ ସଂକ୍ରମଣ ବଢ଼ିବା…

ଘୋଳପୁରରେ ସର୍ବାଧିକ ହଇଜା ଆକ୍ରାନ୍ତ, କଟକରେ ଏକାଧିକ ହୋଟେଲ୍ ସିଲ୍

କଟକ: କଟକରେ ହଇଜା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦେଲେ ସୂଚନା । କଟକ ଜିଲ୍ଲାରେ ମୋଟ ୬୪ ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଙ୍କୀ…

ଯାଜପୁର ପରେ ଭୁବନେଶ୍ୱରରେ ଡାଇରିଆ ଆତଙ୍କ

ଭୁବନେଶ୍ୱର: ଡାଇରିଆ ନେଇ କ୍ୟାପିଟାଲ ହସ୍ପିଟାଲ ନିିର୍ଦ୍ଦେଶକ ଦେଲେ ପ୍ରତିକ୍ରିୟା । କ୍ୟାପିଟାଲ ହସ୍ପିଟାଲରେ କିଛି ଡାଇରିଆ ରୋଗୀ ଚିକିତ୍ସିତ ହେଉଥିବା ଦେଲେ ସୂଚନା । ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର କିଛି…

ବିଧାୟକଙ୍କ ସ୍ତ୍ରୀ ହେଲେ ବିହାର ଶ୍ରୀମତି, ୧୪ ଜଣ ପ୍ରତିଯୋଗୀଙ୍କୁ ଦେଲେ କଡ଼ା ଟକ୍କର

ପାଟନା: ରାଜଧାନୀ ପାଟନାରେ ଅନୁଷ୍ଠିତ ମିସେସ୍ ବିହାର 2025ର ଗ୍ରାଣ୍ଡ ଫିନାଲେରେ ଐଶ୍ୱର୍ଯ୍ୟା ରାଜ ବିଜୟୀ ହୋଇଛନ୍ତି । ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ କରିଥିବା ସମସ୍ତ 14 ଜଣ ପ୍ରତିଯୋଗୀଙ୍କୁ ପଛରେ…