ଜାଣନ୍ତୁ ପାକିସ୍ତାନର ୯ ପ୍ରମୁଖ ଆତଙ୍କୀ ଅଡ୍ଡା ଧ୍ୱସ୍ତ ପଛର ରହସ୍ୟ, ଭାରତ ଆଟାକ୍କର ବ୍ଲୁ-ପ୍ରିଣ୍ଟ ଏହିଠାରେ ହୋଇଛି ପ୍ରସ୍ତୁତ
ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ୍ ଆଟାକର କଡ଼ା ଜବାବ୍ ଦେଇଛି ଭାରତ । ଅପରେଶନ୍ ସିନ୍ଦୁର ଜରିଆରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଅଡ୍ଡାକୁ ଧ୍ୱସ୍ତ କରିଛି ।
ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ…
