fbpx
BSKY
BJD SHG SKY
BJD YOUTH SKY

ପଇସା ଲୋଭ ସାଜିଲା କାଳ: ୭ ବର୍ଷୀୟା ନାବାଳିକାଙ୍କୁ ବାହାହେଲେ ୪୫ ବର୍ଷୀୟ ଯୁବକ, ଏହାପରେ ଫେରାର୍ ହେଲେ ବର, କାରଣ ଥିଲା ଅଜବ

ନୂଆଦିଲ୍ଲୀ: ବିହାରର ନବାଦା ଜିଲ୍ଲାରେ ବାଲ୍ୟ ବିବାହ ଭିଡିଓ ଭାଇରାଲ ହେବା ପରେ ଖଗଡ଼ିଆରେ ଅନୁରୂପ ଭାବେ ଆଉ ଏକ ମାମଲା ସାମନାକୁ ଆସିଛି । ପିତାମାତା ଟଙ୍କା ଲୋଭରେ ନିଜର ୭ ବର୍ଷୀୟା ଝିଅକୁ ଜଣେ ୪୫ ବର୍ଷୀୟ ଯୁବକଙ୍କ…

ଭାରତରେ କମିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୧୭ ଜଣଙ୍କ ମୃତ୍ୟୁ…

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି ।  ବୈଠକରେ କରୋନା…

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାରେ ରାଜ୍ୟର ପୁଣି ଜଣେ ସାମ୍ବାଦିକଙ୍କ ପରଲୋକ ଘଟିଛି । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କର କରୋନାରେ ମୃତ୍ୟୁ ଘଟିଛି । ସେ ସାମ୍ବାଦିକ ସହ ଜଣେ ସୁସାହିତ୍ୟିକ ଭାବେ ରାଜ୍ୟରେ…

୧୦ ବର୍ଷ ପରେ ପରିବାରରେ ଜନ୍ମ ନେଇଥିଲା ଏକ ଶିଶୁକନ୍ୟା, ମାତ୍ର ଦିନ କେଇଟାରେ ତାକୁ ବି ଟାଣିନେଲା କରୋନା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ତା’ର ଭୟଙ୍କର ଜଲୱା ଦେଖାଇବାରେ ଲାଗିଛି । ଉଭୟ ବୟସ୍କ ଓ ଯୁବବର୍ଗ ଏଥିରେ ପ୍ରଭାବିତ ହେଉଥିବା ଦେଖାଯାଉଛି । ଖବର ଅନୁଯାୟୀ, ଏବେ ମହାରାଷ୍ଟ୍ରରେ କରୋନା ଶିଶୁମାନଙ୍କୁ ନିଜର ଶିକାର…

କୋଭିଡ୍ ରିଲିଫ୍ ଫଣ୍ଡରୁ ନେଲେ ୩୬ କୋଟିର ଲୋନ୍: ତା’ପରେ ଫରାରି, ବେଣ୍ଟଲେ ଓ ଲମ୍ବୋର୍ଗିନୀ କିଣି ଛୁଟି ମନାଇଲେ ଯୁବକ

କାଲିଫର୍ଣ୍ଣିଆ: ବର୍ତ୍ତମାନ କରୋନା ସମୟରେ ଲୋକମାନେ ନିଜ ଜୀବନ ଜୀବିକା ହରାଇ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି । ତେଣୁ ଲୋକଙ୍କୁ ସହାୟତା କରିବା ପାଇଁ କାଲିଫର୍ଣ୍ଣିଆ ସରକାର ‘ପେଚେକ୍ ପ୍ରୋଟେକ୍ସନ…

ରୁମ୍ ଥିଲା ବନ୍ଦ, ଅନ୍ୟ ଜଣେ ଯୁବତୀଙ୍କ ସହିତ ପତିଙ୍କର ଚାଲିଥିଲା ରାସଲୀଳା, ଏହି ସମୟରେ ରଙ୍ଗେ ହାତ୍ ଧରିଲେ ପତ୍ନୀ, ଆଉ ତା’ପରେ କାଠ…

ନୂଆଦିଲ୍ଲୀ: ପରକ୍ରୀୟା ପ୍ରୀତି ଆଜିକାଲି ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ଏ ସମ୍ପର୍କିତ କିଛି ନା କିଛି ଖବର ଦୈନନ୍ଦିନ ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଏଭଳି ଏକ ଘଟଣା ସାମନାକୁ…

ମହିଳାଙ୍କୁ ବାଂଲାଦେଶରୁ ଭାରତକୁ ଆଣି ଦୁଷ୍କର୍ମ ସହ ନିର୍ଯାତନା ଦେଉଥିଲେ ୪ ଯୁବକ ଓ ୨ ଯୁବତୀ; ଆର୍ଥିକ କାରବାରକୁ ନେଇ ସୃଷ୍ଟି ହେଲା ବିବାଦ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଦ୍ୱାରା ପାଞ୍ଚ ଜଣ ବାଂଲାଦେଶୀ ଗିରଫ ହୋଇଛନ୍ତି । ତେବେ ଗିରଫମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ ଏମାନଙ୍କ ନାମରେ ରହିଥିଲା ।…

ସରକାରଙ୍କ ଦ୍ୱାରା ଜାରି ହେଲା ଲଟେରି ଟିକେଟ୍: ଭ୍ୟାକ୍ସିନ ନେଲେ ଜିତିପାରିବେ ୧୦ କୋଟି, ଜାଣନ୍ତୁ ଓଡ଼ିଶାରେ ଏହା ଉପଲବ୍ଧ ହେବ ନା ନାହିଁ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ଜାରି ରହିଛି । ଏହି ଭାଇରସକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନର ଯୁଦ୍ଧ ଚାଲିଛି । ଆମେରିକା, ୟୁରୋପ ସହ ଭାରତରେ ମଧ୍ୟ ଟିକାକରଣ ବଡ଼ ଆକାରରେ…

ପ୍ରକୃତିର ଏ କି ଅବିଚାର! ଗୋଟିଏ ପଟେ ଶୁଭୁଥିଲା ‘ୟଶ୍’ର ଭୟଙ୍କର ଗର୍ଜନ, ଅନ୍ୟ ପଟେ ରାସ୍ତାରେ ଶୁଣିବାକୁ ମିଳିଲା ନବଜାତକର କ୍ରନ୍ଦନ

ଭୁବନେଶ୍ୱର, (ଓଡିଶା ଭାସ୍କର): ସାମୁଦ୍ରିକ ଝଡ଼ ‘ୟଶ୍’ ଯେ କେବଳ ବର୍ଷା, ପବନ ଦ୍ୱାରା ଘରଦ୍ୱାରା, ରାସ୍ତାଘାଟ ଭଙ୍ଗାରୁଜା କରି କ୍ଷୟକ୍ଷତି ଘଟାଇଥିଲା ତା’ ନୁହେଁ, ଗୋଟିଏ ନିରୀହ ମାଆକୁ ନିଜର ସନ୍ତାନ ପ୍ରସବରୁ ବଞ୍ଚିତ…