(VIDEO) ପେଟ୍ରୋଲ କେମିକାଲ ପ୍ଲାଣ୍ଟ ବନ୍ଦ ହେବା ବିଜେଡିର ଘୋଷଣା ନିର୍ବାଚନ ପାଇଁ ଧୂଆଁବାଣ: କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ଜନତାଙ୍କ ସହିତ ସର୍ବଦା ରହିଛି। ବିକାଶକୁ କଂଗ୍ରେସ ବିରୋଧ କରେ ନାହିଁ। କିନ୍ତୁ ଜନତାଙ୍କ ବିନାଶ କରି ଯେଉଁଠାରେ ବିକାଶର କଥା ଚିନ୍ତା କରାଯାଇଛି ସେଠାରେ କଂଗ୍ରେସ ବିରୋଧ…