ଆପଣ ଏକ ସମୟରେ ଦୁଇଟି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇପାରନ୍ତି: ଜାଣନ୍ତୁ ଏହି ନୂଆ ବିମାରୀକୁ ଚିହ୍ନିବେ କିପରି
ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଏକ ନୂଆ ସମସ୍ୟା । ନିକଟରେ ଇସ୍ରାଏଲରୁ ଫ୍ଲୋରୋନା ନାମକ ଏକ ନୂଆ ରୋଗ ବିଷୟରେ ଜଣାପଡ଼ିଛି । ତେବେ…