ସୁମିତ ଗୋଟେ ଡାକ୍ତର ନୁହେଁ, ସେ ଗୋଟେ ମୁର୍ଖ, ମାସେ ହେଲାଣି ସ୍ତ୍ରୀକୁ ବାହାରେ ବସେଇଛି: ତପସ୍ୱିନୀଙ୍କ ମାଆ କ’ଣ କହିଲେ ଦେଖନ୍ତୁ VIDEO
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୭ ତାରିଖରୁ ଦ୍ୱିତୀୟ ଥର ପାଇଁ ନିଜ ଶ୍ୱଶୁର ଘର ଆଗରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ତପସ୍ୱିନୀ ଦାଶ । ଇତିମଧ୍ୟରେ ଶୀତ, କାକରରେ ତପସ୍ୱିନୀ ଦୁଇଟି ସକାଳ ଅତିକ୍ରମ କରିସାରିଥିଲେ…