ଏହି କାରଣ ପାଇଁ ମହିଳାଙ୍କ ଗର୍ଭରେ ବଢ଼ୁଥିବା ଶିଶୁଟି ହୋଇଥାଏ କିନ୍ନର, ଜାଣି ରଖନ୍ତୁ

ଗୋଟିଏ ସନ୍ତାନକୁ ଜନ୍ମ ଦେବା ପାଇଁ ଜଣେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଶିଶୁଟି ଯେତେବେଳେ ଧରାପୃଷ୍ଠରେ ଅବତରଣ କରେ, ସେତେବେଳେ ମାଆମାନେ ସନ୍ତାନର ଖୁସି ପାଇଁ ନିଜର ସବୁ ଦୁଃଖକୁ ପାଶୋରି…

କରୋନା ନେଲା ଆଉ ୨ ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ନିର୍ବାଚନ ପୂର୍ବରୁ ଟ୍ରାନ୍ସଫର ହେବେ ସମସ୍ତ ଅଫିସର: ନଭେମ୍ବର ୧୫ ପୂର୍ବରୁ କାମ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଆରମ୍ଭରୁ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ହେବାକୁ ଯାଉଛି । ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସରକାରୀ…

ନିଲମ୍ବିତ ହେଲେ ୪ ଅଗ୍ନିଶମ କର୍ମଚାରୀ, ଲାଞ୍ଚ ମାଗି ପଡ଼ିଲେ ହରଡ଼ଘଣାରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରାରେ ଚାନ୍ଦା ମାଗି ଫସିଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ । ଏମାନେ ସମସ୍ତେ ବ୍ରହ୍ମପୁରରେ କାର୍ଯ୍ୟରତ ଥିଲେ । ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଏହି ଅଧିକାରମାନଙ୍କୁ ନିଲମ୍ବନ…

ଆସନ୍ତା ନଭେମ୍ବରରେ ପ୍ରଦାନ କରାଯିବ ପଦ୍ମ ପୁରସ୍କାର, ଓଡ଼ିଶାରୁ ପାଇବେ ଏତିକି ଜଣ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ୨୦୨୦ ଓ ୨୦୨୧ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ…

ଆଜି ବି ରାଜ୍ୟରେ କରୋନା ୫ ଶହ ଉପରେ: ଚିହ୍ନଟ ହେଲେ ୫୫୯ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡନୀ: ଦୀର୍ଘ ଦଶନ୍ଧି ଧରି ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ନୂଆଦିଲ୍ଲୀ: କିଡନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ…

ଦେଶରେ ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ୱରର ଅବସ୍ଥା ଅସମ୍ଭାଳ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ତେଲ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ୧୦୬.୧୯ ଓ ଡିଜେଲ ୯୪.୯୨ ଟଙ୍କା ରହିଥିବା ବେଳେ ମୁମ୍ବାଇରେ…

ପାର୍ବଣ ଋତୁରେ ଶସ୍ତା ହେବ ଖାଇବା ତେଲ, ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର । ତେଲର ବର୍ଦ୍ଧିତ ଦର ଯୋଗୁଁ ଛଟପଟ ହେଉଥିବା ଜନସାଧାରଣ ଖୁବଶୀଘ୍ର ପାଇବେ ଶସ୍ତାରେ ଖାଇବା ତେଲ । ପାର୍ବଣ ଋତୁରେ ଲୋକମାନଙ୍କୁ ଶସ୍ତାରେ ତୈଳ ଯୋଗାଇବା ଉଦ୍ଦେଶ୍ୟରେ…

TVରେ ଚ୍ୟାନେଲ ଦେଖିବା ହୋଇଯିବ ୫୦ ପ୍ରତିଶତ ମହଙ୍ଗା: ନୂଆ ଟାରିଫ୍ ଅର୍ଡର ଲାଗୁ କଲା TRAI, ଜାଣନ୍ତୁ କେବେ ହେବ ଲାଗୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଟିଭି ଦେଖିବାର ଅଭ୍ୟାସ ରହିଛି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖଠାରୁ ଟିଭି ଚ୍ୟାନେଲର ବିଲ ବୃଦ୍ଧି ପାଇବ । ଜୀ, ଷ୍ଟାର ଓ ସୋନୀ ପରି ଦେଶର…