fbpx

ଆସାମରେ ପୁଣି ଭୂକମ୍ପ

ଦିସପୁର, ୧୦ା୫: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଆଜି ପୁଣି ଭୂକମ୍ପ ଅନୁଭୂତ ହୋଇଛି । ନାଗାଓଁ ଅଞ୍ଚଳରେ ସକାଳ ୭ଟା ୫ ମିନିଟରେ ଭୂକମ୍ପର ଝଟକା ଦେଖିବାକୁ ମିଳିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ଜନିତ କୌଣସି ସୂଚନା…

ଦେଶରେ ୪ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୭୫୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ…

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ସମ୍ଭବ ନା ଅସମ୍ଭବ? ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ, ୧୦ା୫: ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । ତେବେ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ନେଇ ନିଜର…

ହସ୍ପିଟାଲରେ କରୋନା ବିସ୍ଫୋରଣ: ୮୦ ଡାକ୍ତର ପଜିଟିଭ୍, ଜଣେ ମୃତ

ନୂଆଦିଲ୍ଲୀ, ୧୦ା୫: କରୋନାର ବିସ୍ଫୋରଣ ଶେଷରେ ହସ୍ପିଟାଲକୁ ଗ୍ରାସ କରିଛି । ଦିଲ୍ଲୀର ସରୋଜ ହସ୍ପିଟାଲରେ ପ୍ରାୟ ୮୦ ଜଣ ଡାକ୍ତର କରୋନା ପଚିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୃତ୍ୟୁବରଣ…

ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ସଦସ୍ୟଙ୍କ ଶପଥ ଗ୍ରହଣ ଆଜି

କୋଲକାତା, ୧୦ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ଜଣ ସଦସ୍ୟ ଆଜି ଶପଥ ଗ୍ରହଣ କରିବେ । ସକାଳ ୧୦ଟା ୪୫ ମିନିଟରେ ସମସ୍ତ ସଦସ୍ୟ ଶପଥ ନେବେ । ଏମାନଙ୍କ ମଧ୍ୟରୁ ୧୭ ଜଣ ବିଗତ ଦୁଇଟି…

ବଢ଼ିଲା ବିପଦ! ବାୟୁ ମାଧ୍ୟମରେ ବ୍ୟାପୁଛି କରୋନା: ୬ ଫୁଟରୁ ଅଧିକ ଦୂରତାରେ ଥିଲେ ବି ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୫: କରୋନା ଲଢ଼େଇ ପାଇଁ କେବଳ ସାମାଜିକ ଦୂରତା ବଜାୟ ରଖିବା ଯଥେଷ୍ଟ ନୁହେଁ । ୬ ଫୁଟରୁ ଅଧିକ ଦୂରତାକୁ କରୋନା ଭାଇରସ୍ ସହଜରେ ବ୍ୟାପି ପାରୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର…

ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା

ଦିସପୁର, ୧୦ା୫: ପୂର୍ବରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା । ରାଜ୍ୟପାଳ ଜଗଦୀଶ ମୁଖୀ ୧୧ଟା ୩୦ରେ ହିମନ୍ତଙ୍କୁ ପଦ ଓ…

ଜେଲରୁ ଫେରାର୍ ହେଲେ ୧୩ କଏଦୀ, ସମସ୍ତେ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୯ା୫: ହରିୟାଣାର ଏକ ଜେଲରୁ ୧୩ ଜଣ କଏଦୀ ଫେରାର ହୋଇଯାଇଛନ୍ତି । ତେବେ ଫେରାର ହୋଇଥିବା ସମସ୍ତ କଏଦୀ କରୋନାରେ ସଂକ୍ରମିତ ଥିଲେ । ତେଣୁ ସେମାନଙ୍କୁ ରେୱାଡ଼ି ଜିଲ୍ଲା ଜେଲରେ ରଖାଯାଇଥିଲା । କଏଦୀମାନେ ଜେଲର…

ଲକଡାଉନରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଖର୍ଚ୍ଚ ହେବ ୬୦ ଲକ୍ଷ

ଭୁବନେଶ୍ୱର, ୯ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନ ଲାଗୁ ହେବା ଯୋଗୁଁ ଜନସାଧାରଣଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛନ୍ତି । କେବଳ ମଣିଷ…

ମହିଳାଙ୍କ ଶରୀର ପାଲଟି ଯାଉଛି ପଥର! ଆସନ୍ତୁ ଜାଣିବା ଏହା ପଛର ଏହାର କାରଣ

୩୭ ବର୍ଷୀୟା ଜୟ ବର୍ଡି ପେଶାରେ ହେଉଛନ୍ତି ଜଣେ ଶିକ୍ଷକ । ସେ ନୂଆ ନୂଆ ସ୍ଥାନ ପରିଭ୍ରମଣ କରିବାକୁ ଭଲ ପାଉଥିଲେ । ବିବାହ କରି ମାତୃତ୍ୱ ଲାଭ କରିବା ତାଙ୍କର ସ୍ୱପ୍ନ ଥିଲା । ସବୁକିଛି ଠିକଠାକ୍ ଚାଲିଥିବା ବେଳେ ହଠାତ୍…