Commonwealth Gamesରୁ ଓହରିବା ନିଷ୍ପତ୍ତି Hockey India ଏକତରଫା ଭାବେ ନେଇପାରିବ ନାହିଁ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ କମନୱେଲଥ ଗେମ୍ସରୁ ହକି ଇଣ୍ଡିଆ ଓହରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲା । ତେବେ ଏହି ଘଟଣା ପରେ ମୁହଁ ଖୋଲିଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ହକି ମହାସଂଘ…

ଦେଶରେ ବିଜୁଳି ସଙ୍କଟ ନାହିଁ, ଅଯଥାରେ ଭ୍ରମ ସୃଷ୍ଟି କରାଯାଉଛି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ‘ଦେଶରେ କୋଇଲା ସଙ୍କଟ ଜାରି ରହିଛି । ଅତିବେଶିରେ ୪ ଦିନ ମଧ୍ୟରେ ସମସ୍ତ ଷ୍ଟକ କୋଇଲା ଶେଷ ହୋଇଯିବ ।’ ଏପରି ଭାବେ ମିଛରେ ଭ୍ରମ ସୃଷ୍ଟି କରାଯାଉଛି । ପର୍ଯ୍ୟାପ୍ତ ମାତ୍ରାରେ କୋଇଲା ଷ୍ଟକ୍ ରହିଛି ବୋଲି…

ବାସି ଖାଦ୍ୟ ଖାଇବା ଆଜିଠାରୁ ଛାଡ଼ି ଦିଅନ୍ତୁ, ଏହା ଶରୀରର ପାଇଁ ଭୟଙ୍କର

ଅଧିକାଂଶ ଲୋକଙ୍କର ବାସି ଖାଦ୍ୟ ଖାଇବା ଅଭ୍ୟାସ ରହିଥାଏ । ପୂର୍ବଦିନ ରାତିରୁ ରହିଥିବା ଖାଦ୍ୟକୁ ଗରମ କରି ଅନେକ ଖାଇଥାନ୍ତି । ବିଶେଷଜ୍ଞଙ୍କ ମତରେ, ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣ ଭୟଙ୍କର ରୋଗରେ ପଡ଼ିବାର ସମ୍ଭାବନା…

Loan, Insurance ଓ Mutual Fundରେ ନିବେଶ ପାଇଁ ଏଣିକି ବାରମ୍ବାର କରିବାକୁ ପଡ଼ିବନି KYC: ଆରବିଆଇ ଆରମ୍ଭ କଲା Account Aggregator…

ନୂଆଦିଲ୍ଲୀ: ଏଣିକି ଲୋନ୍, ଇନସ୍ୟୁରାନ୍ସ ଓ ମ୍ୟୁଚୁଆଲ ଫଣ୍ଡ ଆଦିରେ ନିବେଶ ପାଇଁ ଆପଣଙ୍କୁ ବାରମ୍ବାର କେୱାଇସିର ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏଗ୍ରିଗେଟର ସେବାର…

ଆଜି ରାଜ୍ୟରୁ ପୁଣି ୭ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଏଣିକି ୩୦ ଦିନ ଭିତରେ ପ୍ରାଣ ହରାଇଲେ କୋଭିଡ୍ ମୃତ୍ୟୁ ଭାବେ ଗଣାଯିବ: କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ପରେ ରାଜ୍ୟରେ ହେବ ସଂଶୋଧନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୃତ୍ୟୁ ତାଲିକା ସଂଶୋଧନ କରାଯାଇପାରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନକୁ ନେଇ ଏପରି ଆଶଙ୍କା କରାଯାଉଛି । ପୂର୍ବରୁ…

ରାଜ୍ୟରେ ଦୈନିକ ସଂକ୍ରମଣ ୬ ଶହ ଟପିଲା: ଆଜି ୬୫୨ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

Super Dancer Chapter 4 Winner ହେଲେ ଫ୍ଲୋରିନା ଗୋଗୋଇ, ପାଇଲେ ୧୫ ଲକ୍ଷ

ନୂଆଦିଲ୍ଲୀ: ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ ସୁପର ଡ୍ୟାନ୍ସ ୪ର ବିଜେତା ହୋଇଛନ୍ତି ଆସାମର ଫ୍ଲୋରିନା ଗୋଗୋଇ । ତେବେ ଏହି ଶାନଦାର ଟ୍ରଫି ଜିତିବା ଅବସରରେ ଫ୍ଲୋରିନାଙ୍କୁ ୧୫ ଲକ୍ଷ ଟଙ୍କାର କ୍ୟାଶ୍ ପ୍ରାଇଜ୍ ପ୍ରଦାନ…

ଜମ୍ମୁ କଶ୍ମୀରରେ ହିନ୍ଦୁ ଓ ଶିଖଙ୍କୁ ହତ୍ୟା ଘଟଣା: ମାମଲା ପହଞ୍ଚିଲା ସୁପ୍ରିମକୋର୍ଟରେ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ହିନ୍ଦୁ ଓ ଶିଖ ସମ୍ପ୍ରଦାୟର ଲୋକଙ୍କ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଅବଗତ…

SBI Credit Cardରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ Cashback, ଜାଣନ୍ତୁ କେତେଦିନ ପାଇଁ

ନୂଆଦିଲ୍ଲୀ: ଯଦି ଆପଣ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏସବିଆଇ କ୍ରେଡିଟ କାର୍ଡରେ ଗ୍ରାହକଙ୍କୁ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମିଳୁଛି…