ରାଜସ୍ଥାନ ବିଜେପିରେ ପୁଣି ବଢ଼ିଲା କନ୍ଦଳ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର

ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ପୁଣି ଦଳୀୟ କନ୍ଦଳ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବ, ତାହାକୁ ନେଇ ଘନେଇଛି ବିବାଦ । ତେବେ ପାର୍ଟିର…

ଏହି କ୍ରେଡିଟ୍ କାର୍ଡରେ ମାଗଣାରେ ପାଆନ୍ତୁ ୭୧ ଲିଟର ପେଟ୍ରୋଲ-ଡିଜେଲ, ତେଲ ରେଟ୍ ବଢ଼ିଲେ ବି ଆଉ ଚିନ୍ତା ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ଚାଲିଛି । ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମସ୍ୟାର ହେଉଛନ୍ତି । ତେବେ ଏଭଳି ସ୍ଥିତିରେ ଇଣ୍ଡିଆନ ଅଏଲ ସିଟି କ୍ରେଡିଟ୍ କାର୍ଡ…

ପୁଣି ୪ ଶହ ଟପିଲା କରୋନା: ଆଜି ରାଜ୍ୟରେ ୪୨୫ ପଜିଟିଭ୍, ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଅଶ୍ୱିନୀଙ୍କୁ କାହିଁକି ରଖାଗଲା ବାହାରେ, ଷଷ୍ଠ ବୋଲର କୁଆଡ଼େ ଗଲେ: ଫର୍ମରେ ଥାଇ ବି ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଟି-୨୦ ବିଶ୍ୱକପରେ ପଦାର୍ପଣ ମ୍ୟାଚରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ପ୍ରଥମ ଥର ପାଇଁ ଭାରତ ଏକ ବିଶ୍ୱକପ ମ୍ୟାଚରେ ପାକ…

ଭାରତ ଛାଡ଼ି ପାକିସ୍ତାନ ଚାଲିଯିବେ ଶାହରୁଖ ଖାନ! ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାରେ ଗିରଫ ନେଇ କେବଳ ଭାରତ ନୁହେଁ ପାକିସ୍ତାନରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଶାହରୁଖଙ୍କ ଏଭଳି ପରିସ୍ଥିତିରେ ପାକର ବହୁ…

ଭୁବନେଶ୍ୱରର ୭ଟି ସ୍ଥାନରେ ଲାଗିବ ଇ-ଯାନ ଚାର୍ଜିଂ ସେଣ୍ଟର, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ଇ-ଯାନ ଦେଖିବାକୁ ମିଳିବ । ତେବେ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଚାର୍ଜିଂ ଷ୍ଟେସନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ…

ଆର୍ଯ୍ୟନ୍ ଖାନ ଡ୍ରଗ୍ ମାମଲାରେ ନୂଆ ଟ୍ୱିଷ୍ଟ: ୱାଙ୍ଖେଡ଼େଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଡ୍ରଗ୍ କେସରେ ନୂଆ ମୋଡ଼ ଆସିଛି । କିଛିଦିନ ପୂର୍ବରୁ ଆର୍ଯ୍ୟନଙ୍କ ସହ ଜଣେ ଅଣଏନସିବି ଅଫିସରଙ୍କର ଭିଡିଓ ଭାଇରାଲ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ…

PFRDAରୁ ଅଲଗା ହୋଇଯିବ NPS, ସଂସଦରେ ଅର୍ଥ ବିଧେୟକ ମଞ୍ଜୁରୀ ନେଇ ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ସରକାର ସଂସଦର ଶୀତକାଳୀନ ଅଧିବେଶନରେ ଦୁଇଟି ଅର୍ଥ ବିଧେୟକ ଗୃହୀତ କରିବାକୁ ଯୋଜନା କରୁଛନ୍ତି । ଏନେଇ ପୂର୍ବରୁ ବଜେଟରେ କୁହାଯାଇଥିଲା । ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)କୁ ପେନସନ ଫଣ୍ଡ ରେଗୁଲେଟର…

କୋଭିଡ-୧୯ର ଭୟଙ୍କର ଭାରିଆଣ୍ଟ ‘AY. 4.2’କୁ ନେଇ ଭାରତରେ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: କୋଭିଡ-୧୯ର ଏକ ନୂଆ ଭାରିଆଣ୍ଟକୁ ନେଇ ଦେଶରେ ଆଲର୍ଟ ଜାରି କରାଯାଇଛି । ସାର୍ସ କୋଭ ୨ର ଡେଲଟା ଭାରିଆଣ୍ଟିର ଏକ ଉପବଂଶ ବ୍ରିଟେନ ଓ ଆମେରିକାରୁ ଚିହ୍ନଟ ହୋଇଛି । ତେବେ ଡେଲଟା ଷ୍ଟ୍ରେନ ତୁଳନାରେ ଏହି ନୂଆ…

କିଛି ନକରି ମଧ୍ୟ ଆପଣ ଧନୀ ହୋଇପାରିବେ, ଜାଣନ୍ତୁ କିପରି

କୁହାଯାଏ- ରୋମ ଗୋଟିଏ ଦିନରେ ତିଆରି ହୋଇନାହିଁ । ଏ ଦୁନିଆର ପ୍ରତ୍ୟେକ ବଡ଼ କାର୍ଯ୍ୟ କରିବା ପାଇଁ ସମୟ ନିହାତି ଆବଶ୍ୟକ ହୋଇଥାଏ । ୨୦ ବର୍ଷର ଦୀର୍ଘ ଅବଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କାହା ପାଖରେ ସମୟ ନଥାଏ ।…