କରୋନା ଭାଇରସ୍ ବଞ୍ଚାଇଲା ମହିଳାଙ୍କ ଜୀବନ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଖଳନାୟକ ଭାବେ ଉଭା ହୋଇଛି । ମାତ୍ର ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଘଟିଛି । କରୋନା ଜଣେ ତାଙ୍କର ଜୀବନ ବଞ୍ଚାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ…

ପୁଣି ଆସିବ ଲଘୁଚାପ, ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଦାନା ବାନ୍ଧୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ସତେ ଯେପରି ଘର କରି ରହିଛି । ଗୋଟିଏ ନ ଯାଉଣୁ ପୁଣି ଗୋଟିଏ ଆସିବାକୁ ଦାନା ବାନ୍ଧୁଛି । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ଚୀନ ସାଗର ପଟୁ ପୂର୍ବ କେନ୍ଦ୍ରୀୟ…

ଆସନ୍ତା ସପ୍ତାହରୁ ଶସ୍ତା ହୋଇଯିବ ଖାଇବା ତେଲ, କାର୍ଯ୍ୟକାରୀ ହେବାକୁ ଯାଉଛି ସରକାରଙ୍କ ଏହି ନୂଆ ଯୋଜନା

ନୂଆଦିଲ୍ଲୀ: ଆଗକୁ ପର୍ବପର୍ବାଣି ଋତୁ ଆସୁଥିବାରୁ ଖାଇବା ତେଲର ପ୍ରସ୍ତୁତି ଉପରେ କେନ୍ଦ୍ର ସରକାର ଜୋର ଦେଇଛନ୍ତି । ଗୋଟିଏ ପଟେ ଆମଦାନୀ ବୃଦ୍ଧି ପାଇଁ ଆମଦାନୀ ଡ୍ୟୁଟି ହ୍ରାସ କରିଛନ୍ତି । ସେହିପରି ଅନ୍ୟପଟେ ଖାଇବା…

ତୁମର ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିଦେବି, ଯୁବତୀଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ତୁମର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋ ପାଖରେ ଅଛି । ତୁମର କାହା ସହ ରିଲେସନ ଥିଲା, କାହା ସହ ବୁଲୁଥିଲ ସେସବୁର ପ୍ରମାଣ ମଧ୍ୟ ମୁଁ ରଖିଛି । ଶୀଘ୍ର ଟଙ୍କା ପଠାଅ, ନଚେତ୍ ମୁଁ ଭାଇରାଲ…

ବଦଳିଲା DL ନିୟମ, ଏଣିକି RTO ଛଡ଼ା ଏହିସବୁ ସ୍ଥାନରେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ)କୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆଉ ପରିବହନ ବିଭାଗର ଦପ୍ତରରେ ଚକ୍କର କାଟିବାକୁ ପଡ଼ିବ ନାହିଁ…

ଆପଣ ଗାଡ଼ିର ବୀମା ପଲିସୀ କରିବା ସମୟରେ ଜାଣି ରଖନ୍ତୁ ଏହିସବୁ ନିୟମ, ନଚେତ୍ ଖାରଜ ହୋଇଯିବ କ୍ଲେମ୍

ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଗାଡ଼ିର ବୀମା ପଲିସି କରିବା ନିହାତି ଦରକାର । ଏହାଦ୍ୱାରା ଆପଣ ଯେ କୌଣସି ଦୁର୍ଘଟଣା, ଚୋରି ସମ୍ବନ୍ଧୀୟ ଖର୍ଚ୍ଚକୁ ସହଜରେ କଭର କରିବା ସହ ଆର୍ଥିକ…

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶା ସହ ୧୪ଟି ରାଜ୍ୟରେ ଲାଗୁହେବ ୭ ହଜାର କୋଟିର ସ୍କିମ୍

ନୂଆଦିଲ୍ଲୀ: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ହ୍ରାସ କରିବା ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୭୨୭୦ କୋଟି ଟଙ୍କାର ନୂଆ ସ୍କିମ୍ ଲାଗୁ କରାଯିବ । ଦେଶର ୮୫ ପ୍ରତିଶତ…

ଆଜି ରାଜ୍ୟରୁ କରୋନାରେ ୫ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଉ କରୋନାକୁ ଡର ନାହିଁ, ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଦେହରେ ରହିଛି ଆଣ୍ଟିବଡି: RMRC Report

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ବିପକ୍ଷରେ ଲଢ଼ିବା ପାଇଁ ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ରହିଛି । ଏହାଛଡ଼ା ୯୩ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ମଧ୍ୟ…

ହାଜତ ମୃତ୍ୟୁ ଘଟଣା: ୫ ପୋଲିସଙ୍କୁ କାର୍ଯ୍ୟରୁ ହଟାଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରଗଡ଼ ଜିଲ୍ଲା ଟାଉନ ଥାନା ହାଜତ ମୃତ୍ୟୁ ମାମଲାରେ ୫ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏସପି ଏହି କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି…