ସ୍ୱପ୍ନରେ ଯଦି କୌଣସି ମୃତ ବ୍ୟକ୍ତିଙ୍କୁ ଦେଖୁଛନ୍ତି, ତେବେ ଆପଣଙ୍କ ଜୀବନରେ ଘଟିପାରେ ଏପରି କିଛି
କଥାରେ ଅଛି ସ୍ୱପ୍ନ ସବୁବେଳେ ସ୍ୱପ୍ନ ହିଁ ହୋଇଥାଏ । କିନ୍ତୁ ଏପରି କିଛି ସ୍ୱପ୍ନ ଅଛି ଯାହାର ସମ୍ପର୍କ ଆମର ଦୈନିକ ଜୀବନ ସହିତ ରହିଥାଏ । ଆଗକୁ କିଛି ଶୁଭ ବା ଅଶୁଭ ଘଟଣା ଘଟିବାକୁ ଥିଲେ ସ୍ୱପ୍ନ ମାଧ୍ୟମରେ ଆମେ…