Breaking News ଅଗଷ୍ଟ ୫ରେ ପେଗାସସ୍ ମାମଲାର ଶୁଣାଣି କରିବେ CJI Manas Pradhan Aug 1, 2021 ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିବାଦ ଘେରରେ ରହିଥିବା ପେଗାସସ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତା ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ…
Breaking News Windows, Apple ଓ Android ବ୍ୟବହାରକାରୀ ହୋଇଯାଆନ୍ତୁ ସତର୍କ, ଚେତାବନୀ ଦେଲେ ସରକାର Manas Pradhan Aug 1, 2021 ନୂଆଦିଲ୍ଲୀ: ସମସ୍ତ ୱିଣ୍ଡୋ, ଆପଲ୍ ଆଇଫୋନ୍ ଓ ଆଣ୍ଡ୍ରଏଡ୍ ମୋବାଇଲ ବ୍ୟବହାରକାରୀଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ନୋଡାଲ୍ ସାଇବର ସୁରକ୍ଷା ଏଜେନ୍ସି-CERT ପକ୍ଷରୁ ଏନେଇ ଆଲର୍ଟ କରାଯାଇଛି । ଆପଲ…
Breaking News ଆଜି ରାଜ୍ୟରେ ୬୪ ଜଣଙ୍କର କରୋନାରେ ମୃତ୍ୟୁ Manas Pradhan Aug 1, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ…
Breaking News ଆଜିଠାରୁ ଛୁଟିଦିନରେ ବି ଖୋଲିବ ବ୍ୟାଙ୍କ, ବଦଳିଲା ନିୟମ Manas Pradhan Aug 1, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ବ୍ୟାଙ୍କିଂ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହାଫଳରେ ବ୍ୟାଙ୍କର ସମସ୍ତ କାରବାର ରବିବାର ଓ ଅନ୍ୟ ଛୁଟିଦିନରେ ବି ଜାରି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ…
Breaking News ଆଜି ରାଜ୍ୟରେ ୧୪୩୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ Manas Pradhan Aug 1, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
Breaking News ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ Manas Pradhan Aug 1, 2021 ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ଆରମ୍ଭ କରିବ ଭାରତ । ଆଗାମୀ ମାସେ ଯାଏ ଭାରତ ସୁରକ୍ଷା…
Breaking News Jio-Airtel-Vi ରିଚାର୍ଜ ପ୍ଲାନରେ ଆଉ ମିଳିବ ନାହିଁ ଫ୍ରି ଏସଏମଏସ୍ Manas Pradhan Jul 31, 2021 ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । କମ୍ ମୂଲ୍ୟର ପ୍ରିପେଡ୍ ରିଚାର୍ଜ କଲେ ଏଣିକି ଏସଏମଏସ ସୁବିଧା ମିଳିବ ନାହିଁ ବୋଲି ଦେଶର ବଡ଼ ବଡ଼ ଟେଲିକମ୍ କମ୍ପାନୀମାନେ…
Breaking News ସବୁଦିନ ପାଇଁ ବନ୍ଦ ହୋଇଯିବ ଲକ୍ଷ ଲକ୍ଷ ପୁରୁଣା ଗାଡି଼! ଜାଣନ୍ତୁ ଏନେଇ ସଂସଦରେ କ’ଣ କହିଲେ ପରିବେଶ ମନ୍ତ୍ରୀ Manas Pradhan Jul 31, 2021 ନୂଆଦିଲ୍ଲୀ: ଦେଶରୁ ପୁରୁଣା ଯାନକୁ ହଟାଇବାକୁ ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି । ଜଣାପଡ଼ିଛି ଯେ, ଏବେ ଦେଶରେ ୨ କୋଟିରୁ ଅଧିକ ପୁରୁଣା ଗାଡ଼ି ରାସ୍ତାରେ ଚଳପ୍ରଚଳ କରୁଛି । କେନ୍ଦ୍ର…
Breaking News କୋଭିଡ୍ ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇସାରିବା ପରେ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ଭୁଲନ୍ତୁ ନାହିଁ, ଜାଣନ୍ତୁ ପ୍ରୋସେସ୍ Manas Pradhan Jul 31, 2021 ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଟିକାକରଣ ଅଭିଯାନ ଜୋରସୋରରେ ଆଗେଇ ଚାଲିଛି । କିଛି ଲୋକ କୋଭିଡର ପ୍ରଥମ ଡୋଜ୍ ନେଇସାରିଥିବା ବେଳେ ଆଉ କିଛି ଲୋକ ଉଭୟ ଡୋଜ୍ ନେଇସାରିଲେଣି । କରୋନା ଟିକା ନେଇସାରିବା ପରେ ଲୋକମାନଙ୍କୁ…
Breaking News ସୌମ୍ୟ କିଛି ବଡ଼ବଡ଼ିଆଙ୍କ କଳାକାରନାମାର ସିକ୍ରେଟ୍ ଜାଣିଥିଲେ କି? ମିଳିମିଶି ମୃତ୍ୟୁ ଘଟଣାକୁ ଚାପିଦେବାର ଉଦ୍ଦେଶ୍ୟ କ’ଣ Manas Pradhan Jul 31, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ହୋଇଗଲାଣି । ତେବେ ବର୍ତ୍ତମାନ ଏହି ହତ୍ୟାକାଣ୍ଡର ତଦନ୍ତରେ…