ଜୁଲାଇ ପହିଲାରୁ ପୁଣି ମହଙ୍ଗା ଭତ୍ତା ପାଇବେ ସରକାରୀ କର୍ମଚାରୀ, ଭାଇରାଲ୍ ବିଜ୍ଞପ୍ତିକୁ ଫେକ୍ ଦର୍ଶାଇଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ପାଇଁ ଗତବର୍ଷ ଏପ୍ରିଲ ମାସ ଠାରୁ ଚଳିତ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ସ୍ଥଗିତ ହୋଇ ରହିଥିଲା । କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ପେନନସନଧାରୀ ବୃର୍ଦ୍ଧିତ…

ଗୋଟିଏ ଭୁଲ୍ ପାଇଁ ଶାହାରୁଖ ପଡ଼ିଗଲେ ପଛରେ ଆଉ ସଲମାନ ବନିଗଲେ ବଲିଉଡର ଭାଇଜାନ୍, ଜାଣନ୍ତୁ କ’ଣ

ବଲିଉଡର ଅଭିନେତାଙ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ । ତାରକାମାନେ ମଧ୍ୟ କିଛି ନୂଆ ହିଟ୍ ଦେଇ, ସମାଜସେବା କରି, ନୂଆ ଟ୍ରେଣ୍ଡ ସୃଷ୍ଟି କରି ଫ୍ୟାନମାନଙ୍କ ହୃଦୟରେ ରାଜ୍ କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ ପାଇଁ ଚାଲିଗଲା ନିରୀହ ମହିଳାଙ୍କ ଜୀବନ, ସସପେଣ୍ଡ ହେଲେ ୪ ପୋଲିସ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ପାଇଁ ଜଣେ ନିରୀହ ମହିଳା ପ୍ରାଣ ହରାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବା ସମୟରେ ତାଙ୍କ ପାଇଁ ଟ୍ରାଫିକ ବନ୍ଦ କରାଯାଇଥିଲା । ଏହି…

ଏଣିକି ସହଜ ହେବ ପାରିବାରିକ ପେନସନ୍: ନିୟମ ପାଳନ କରିବାକୁ ବ୍ୟାଙ୍କକୁ ଆଦେଶ ଦେଲେ ସରକାର

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରେ ରହିଥିବା ପାରିବାରିକ ପେନସନ୍ ମାମଲାଗୁଡ଼ିକ ଏଣିକି ପୂର୍ବାପେକ୍ଷା ସହଜ ହେବ । ପୂର୍ବରୁ ଜଣେ ପେନସନଧାରୀଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କୁ ବିଭିନ୍ନ…

ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ: ଅନଭିଜ୍ଞଙ୍କୁ ଦାୟିତ୍ୱ ପ୍ରଦାନ, ବରିଷ୍ଠଙ୍କୁ ଉପେକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡିରେ ଯେ ଗୋଷ୍ଠୀ କନ୍ଦଳ ରହିଛି, ତାହା ଜଳ ଜଳ ହୋଇ ଦିଶୁଛି । କରୋନା ମହାମାରୀ ସମୟରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜାଗ ହୋଇଛି । ଦଳ…

ଓଡ଼ିଶାରୁ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ରାଜ୍ୟରେ କମିବା ବଦଳରେ ବଢ଼ିବାରେ ଲାଗିଛି କରୋନା: ଆଜି ୩୪୦୮ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…

ସହକର୍ମୀଙ୍କୁ କିସ୍ କରିବା ମହଙ୍ଗା ପଡ଼ିଲା, ଫଟୋ ଓ ଭିଡିଓ ଭାଇରାଲ୍ ପରେ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଇଂଲଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ । ନିଜର ସହକର୍ମୀଙ୍କୁ କିସ୍ କରିବା ପରେ ବିବାଦ ଘେରକୁ ଚାଲି ଆସିଥିଲେ ମନ୍ତ୍ରୀ ମାଟ୍ ହେନକକ୍ । ମାଟ୍ କିସ୍ କରିବା ସମୟର ଫଟୋ ଓ ଭିଡିଓ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୩୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୩୨ ହଜାର ୪୫୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୫ ଲକ୍ଷ ୩୨…