ଖାଲି ଅଛି ୯ କ୍ୟାବିନେଟ୍ ପଦ, ପାଇଲଟ୍ ମାଗୁଛନ୍ତି ୬, ଅଙ୍କ ଛିଡ଼ୁ ନଥିବାରୁ ଆପ୍ଲାଏ ହେବ ନୂଆ ଫର୍ମୂଲା

ଜୟପୁର: ରାଜସ୍ଥାନ କଂଗ୍ରେସ ରାଜନୀତି ପୁଣି ଗୋଳିଆରେ ହେବାରେ ଲାଗିଛି । କିଛିଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ନ ଭେଟିବା ଉପରେ ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏକ ନୂଆ ତଥ୍ୟ…

ସରିଲା ବସୁନ୍ଧରା ଯୁଗ! ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପି ପୋଷ୍ଟରରୁ ହେଲେ ଗାଏବ୍

ଜୟପୁର: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ବିଭିନ୍ନ ରାଜ୍ୟରେ ରାଜନୀତି ସରଗରମ୍ ହେବାରେ ଲାଗିଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ବର୍ତ୍ତମାନ…

ଫିନଲାଣ୍ଡ ବିପକ୍ଷ ମ୍ୟାଚ ବେଳେ ଆହତ ହେଲେ କ୍ରିଷ୍ଟିଆନ ଏରିକସନ୍

କୋପେନହାଗନ୍: ଫିନଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ଉଫା ୟୁରୋ ୨୦୨୦ ମ୍ୟାଚ ସମୟରେ ଡେନମାର୍କର ମିଡଫିଲ୍ଡର କ୍ରିଷ୍ଟିଆନ ଏରିକସନ ଆହତ ହୋଇଛନ୍ତି । ମ୍ୟାଚ ଚାଲିଥିବା ବେଳେ ଏରିକସନ ପଡ଼ିଆରେ ତଳେ ପଡ଼ିଯାଇଥିଲେ । ତେବେ…

ବିବାହ ମଣ୍ଡପରେ ବରକୁ କିସ୍ କଲା ଶାଳୀ, ଜାଣନ୍ତୁ ଆଗକୁ କ’ଣ ଘଟିଲା…

ନୂଆଦିଲ୍ଲୀ: ଭାରତୀୟ ସମାଜରେ ବିବାହକୁ ନେଇ ଅନେକ ରୀତିନୀତି ରହିଛି । ମାତ୍ର ଆଜିକାଲିର ଆଧୁନିକ ଯୁଗରେ କେହି ଏହାକୁ ମାନୁନାହାନ୍ତି । ଯୁଗ ଏତେ ଆଗକୁ ଚାଲିଗଲାଣି ଯେ, ବିବାହ ମଣ୍ଡପରେ ବରକୁ କନ୍ୟାଙ୍କ ଭଉଣୀ କିସ୍…

‘ମୋ ଜୀବନର ସବୁକିଛି ସରିଯାଇଛି….’ କରୋନାରେ ପିତାମାତାଙ୍କୁ ହରାଇବା ପରେ ଭାବପ୍ରବଣ ହେଲେ କମେଡ଼ିଆନ୍ ତଥା ୟୁଟ୍ୟୁବର ଭୁବନ ବାମ୍

ନୂଆଦିଲ୍ଲୀ: କମେଡ଼ିଆନ୍ ତଥା ୟୁଟ୍ୟୁବର ଭୁବନ ବାମଙ୍କ ଜୀବନକୁ କରୋନା ଛାରଖାର କରିଦେଇଛି । ଲକ୍ଷ ଲକ୍ଷ ଦର୍ଶକଙ୍କୁ ହସାଉଥିବା ଭୁବନ ଆଜି ନିଜର ପିତାମାତାଙ୍କୁ ହରାଇ ନିଜେ ଲୁହ ଦରିଆରେ ବୁଡ଼ି ରହିଛନ୍ତି । ନିଜର…

ବନ୍ଦ କୋଠରୀରେ ଅଧିକ ବ୍ୟାପୁଛି କରୋନାର ଡେଲଟା ଭାରିଆଣ୍ଟ, ଗୋଟିଏ ପରିବାରର ଏକାଧିକ ସଦସ୍ୟ ବେଶିମାତ୍ରାରେ ହେଉଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ: ସଂପ୍ରତି ଭାରତରେ ଜାରି ରହିଥିବା ଦ୍ୱିତୀୟ ଲହର ପଛରେ କରୋନାର ଡେଲଟା ଭାରିଆଣ୍ଟ ରହିଥିବା କୁହାଯାଉଛି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଦେଶରେ ପ୍ରଥମେ ଚିହ୍ନଟ ହୋଇଥିବା B.1.672…

ଦେଶରେ ଆଜି ୩୩୦୩ ଜଣଙ୍କ ମୃତ୍ୟୁ, ୮୦ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୩୦୩ ଜଣଙ୍କ…

ଆଜି ରାଜ୍ୟରେ ୪୫ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲଗାଯାଇ ପାରୁନି । ଗତ ୨୪ ଘଣ୍ଟା…

ରାଜ୍ୟରେ କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୪୪୬୯ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ବଜ୍ରପାତ ଓ ବର୍ଷାକୁ ଲକ୍ଷ୍ୟ ରଖି ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ନୟାଗଡ଼, ଗଜପତି, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା…