Breaking News ମିଜୋରାମରେ ଲାଗୁହେଲା ୭ ଦିନିଆ ଲକଡାଉନ୍ Manas Pradhan May 8, 2021 ନୂଆଦିଲ୍ଲୀ, ୮ା୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଜୋରାମରେ ୭ ଦିନିଆ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୪ଟାରୁ ଏହା ଲାଗୁହୋଇ ମେ ୧୭ ତାରିଖ ସକାଳ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟରେ…
Breaking News କୋଭିଡ୍ ଡ୍ୟୁଟିରେ ଯାଉଥିବା ସରକାରୀ ବସ୍ ଓଲଟିଲା: ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର Manas Pradhan May 8, 2021 ଦଶପଲ୍ଲା, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସତେଯେମିତି କାଳଭାବେ ଉଭା ହୋଇଛି । ଯୁଆଡ଼େ ଗଲେ କେବଳ କରୋନାର ତାଣ୍ଡବ । ଗୋଟିଏ ପଟେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଅନ୍ୟ ପଟେ କୋଭିଡ୍ ଡ୍ୟୁଟି ପାଇଁ…
Breaking News ଦେଶରେ ବଢ଼ିଲା ମୃତ୍ୟୁ ସଂଖ୍ୟା: ଆଜି ୪୧୮୭ ମୃତ, ୪ ଲକ୍ଷ ପଜିଟିଭ୍ Manas Pradhan May 8, 2021 ନୂଆଦିଲ୍ଲୀ, ୮ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୮୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୭୦କୁ ବୃଦ୍ଧି…
Breaking News ତାମିଲନାଡ଼ୁରେ ପରିସ୍ଥିତି ଅଣାୟତ୍ତ: ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ Manas Pradhan May 8, 2021 ଚେନ୍ନାଇ, ୮ା୫: ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା…
Breaking News ସାପ କାମୁଡ଼ାରେ ଭାଇ ଓ ଭଉଣୀ ମୃତ Manas Pradhan May 8, 2021 ଆଳି, ୮ା୫ (ଓଡିଶା ଭାସ୍କର): ଆଳିରେ ଏକ ଦୁଃଖଦ ଘଟଣା ଘଟିଛି । ସାପ କାମୁଡ଼ାରେ ଭାଇ ଓ ଭଉଣୀ ପ୍ରାଣ ହରାଇଛନ୍ତି । ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ…
Breaking News ହସ୍ପିଟାଲରେ ଅକ୍ସିଜେନ ସପ୍ଲାଇ ବନ୍ଦ: ୫ ରୋଗୀ ମୃତ Manas Pradhan May 8, 2021 ରାଞ୍ଚି, ୮ା୫: ଝାଡ଼ଖଣ୍ଡର ଏକ ମେଡିକାଲରେ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଗତକାଲି ରାଞ୍ଚି ସଦର ହସ୍ପିଟାଲରେ ରେଗୁଲେଟର ଲିକେଜ ହୋଇ ଫାଟି ଯାଇଥିଲା । ଫଳର କିଛି ଘଣ୍ଟା ପର୍ଯ୍ୟନ୍ତ…
Breaking News ଏହି ରାଜ୍ୟରେ ସକାଳ ୬ଟାରେ ଖୋଲିବ ମଦ ଦୋକାନ Manas Pradhan May 8, 2021 ବେଙ୍ଗାଲୁରୁ, ୮ା୫: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରାଯାଇଥିଲା । ସଂକ୍ରମଣ ନ କମିବାରୁ ଏବେ ୧୪ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଆସନ୍ତା ୧୦ ତାରିଖ…
Breaking News ଭିନ୍ନ ରୂପରେ ଭାରତକୁ ଫେରିବ ପବ୍-ଜୀ Manas Pradhan May 7, 2021 ନୂଆଦିଲ୍ଲୀ, ୭ା୫: ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦିବାନା କରିଦେଇଥିବା ପବ୍-ଜୀ ପୁଣି ଫେରୁଛି । ପୁଣି ବ୍ୟବହାରକାରୀମାନେ ପବ୍-ଜୀକୁ ଉପଭୋଗ କରିବେ । କିଛିଦିନ ପୂର୍ବରୁ ଭାରତ ବଜାରରୁ ପବ୍-ଜୀ ଅଦୃଶ୍ୟ ହୋଇଯାଇଥିଲା । ମାତ୍ର…
Breaking News “ଆପଣ ଗୋପାଳ ପାଣ୍ଡେ କହୁଛନ୍ତି?”- କଟା ଘା’ରେ ଚୂନା ଦେଲା କୋଭିଡ୍ କଣ୍ଟ୍ରୋଲ୍ ରୁମ୍ Manas Pradhan May 7, 2021 ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର): “ଆପଣ ଗୋପାଳ ପାଣ୍ଡେ କହୁଛନ୍ତି- ହଁ କହୁଛି । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ପାଇଁ ମୁଁ କୋଭିଡ୍ କଣ୍ଟ୍ରୋଲ ରୁମରୁ କହୁଛି । ଆପଣ ଆସସୋଲେସନରେ ଅଛନ୍ତି ନା ନାହିଁ-…