ଡିଜିଟାଲ କ୍ଷେତ୍ରରେ ଚାକିରି ବର୍ଷା! ଏକ ବର୍ଷ ମଧ୍ୟରେ ଭାରତରେ ୨.୭୩ କୋଟି ସ୍କିଲଡ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଚାକିରି ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଗୋଟିଏ ପଟେ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ବେକାରୀ ହାର ମଧ୍ୟ ବୃଦ୍ଧି ପାଇପାରେ ଲାଗିଛି । ତେବେ ଏନେଇ ଆସିଛି ଏକ ବଡ଼…

ଗରମ ଦିନେ ଆମ ଦେହରେ ଘିମିରି କାହିଁକି ହୋଇଥାଏ: ଏହା ଏକ ଚର୍ମ ସଂକ୍ରମଣ, କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଖରାଦିନ ଚାଲିଥିବା ବେଳେ ଆମ ଶରୀରରେ ବିଭିନ୍ନ ପ୍ରକାରର ଚର୍ମରୋଗ ସୃଷ୍ଟି ହୋଇଥାଏ । ବର୍ଷର ବିଭିନ୍ନ ସମୟରେ ଋତୁ ପରିବର୍ତ୍ତନ ସାଙ୍ଗକୁ ଆମ ସ୍ୱାସ୍ଥ୍ୟରେ ମଧ୍ୟ ପରିବର୍ତ୍ତନ…

ଗୁଳିମାଡ଼ରେ JDU ନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଜାରି ରହିଥିବା ବେଳେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସାଧାରଣ ଭାବେ ନିର୍ବାଚନ ସମୟରେ ବିଭିନ୍ନ ଦଳ ନେତାଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥାଏ…

ନାଜି କ୍ୟାମ୍ପର ପୂର୍ବତନ ଗାର୍ଡ ଜୋଶେଫ ଶୁଏଜଙ୍କ ପରଲୋକ

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି କ୍ୟାମ୍ପରେ ଜଣେ ଗାର୍ଡ ଭାବେ କାର୍ଯ୍ୟ କରିଥିବା ଜାଶେଫ ଶୁଏଜଙ୍କ ପରଲୋକ ଘଟିଛି । ଯୋଶେଫ ୧୦୨ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଗତବର୍ଷ ଜୁନ୍ ମାସରେ ସେ ଏକ…

ନକ୍ସଲବାଦ ଦେଶର ସୁରକ୍ଷା ପାଇଁ ବିପଦ: ‘ନକ୍ସଲବାଡ଼ି ଆନ୍ଦୋଳନ’ ପାଇଁ ଜନ୍ମ ନେଇଥିଲା ‘ମାଓବାଦ’, ଜାଣନ୍ତୁ ୫୬ ବର୍ଷ ତଳର ଇତିହାସ

ନୂଆଦିଲ୍ଲୀ: ଗତ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୦ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ସହିଦ ହୋଇଥିଲେ । ଏଥିସହିତ ଜଣେ ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଥିଲେ । ତେବେ…

ଦେଶରେ ଖୋଲିବ ୯୧ଟି FM ରେଡିଓ ପ୍ରସାରଣ କେନ୍ଦ୍ର: ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ରେଡିଓ ସେବା ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ଏହି କ୍ରମରେ ଆଜି ଦେଶରେ ୧୦୦ ୱାଟ କ୍ଷମତା ବିଶିଷ୍ଟ ୯୧ଟି ଏଫଏମ ଟ୍ରାନ୍ସମିଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ…

ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ: ଅର୍ଥ ଉପାର୍ଜନ କରିବାକୁ ଯାଇ ଆଉ ଫେରିଲେନି

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ଆବଶ୍ୟକ । ଅର୍ଥାଭାବରୁ ଅନେକ ମେଧାବୀ ଯୁବକ, ଯୁବତୀ ପାଠପଢ଼ାରୁ ବଞ୍ଚିତ ହେଉଥିବା ଦେଖାଯାଉଛି । ତେବେ ଏପରି ସ୍ଥିତିରେ ପିତାମାତା ସେମାନଙ୍କର ପିଲାମାନଙ୍କୁ…

ଏମିତି ମଣିଷ ଥାଆନ୍ତି? ୧୨ ଜଣ ବନ୍ଧୁଙ୍କୁ ସାୟନାଇଡ୍ ଦେଇ ମାରିଦେଲେ ୩୨ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅମାନବୀୟ ଓ ଅସାମାଜିକ କାର୍ଯ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି କ୍ରମରେ ଜଣେ ମହିଳା ଏକ ଭୟଙ୍କର କାରନାମା କରି ସାମ୍ନାକୁ ଆସିଛନ୍ତି । ମହିଳା ଜଣଙ୍କ ତାଙ୍କର ୧୨ ଜଣ…

ଏସିଏଫ ସୌମ୍ୟ ମୃତ୍ୟୁ ରହସ୍ୟ: କୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କଲେ ସୌମ୍ୟଙ୍କ ବାପା, ପ୍ରତିପକ୍ଷଙ୍କୁ ଦିଆଗଲା ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ରାଜ୍ୟରେ ଖୁବ୍ ଚହଳ ପକାଇଥିବା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ପୂର୍ବରୁ…

ସତର୍କ କଲେ ବୈଜ୍ଞାନିକ: ଓଡ଼ିଶାରୁ ଚିହ୍ନଟ ହେଲା କରୋନାର ଏକ ନୂଆ ସବ୍ ଲିନିଏଜ୍

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଦିଲ୍ଲୀ ଓ ମହରାଷ୍ଟ୍ରରେ ଦୈନିକ ମୃତ୍ୟୁ ଉପରେ ରୋକ ଲାଗି ପାରୁନି । ତେବେ ଓଡ଼ିଶାରେ ଏବେ କରୋନା ସଂକ୍ରମଣ ବୃଦ୍ଧି…