ବୈଜ୍ଞାନିକମାନେ ଠାବ କଲେ ୩୦ ହଜାର ନୂଆ ଭାଇରସ: ବ୍ୟାକ୍ଟେରିଆର DNA ମଧ୍ୟରେ ଲୁଚିଥିଲେ ଅଜଣା ଭାଇରସ୍, କେମିତି ଆସିଲେ ଜଣାପଡ଼ୁନି
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ଭାଇରସର ଲେଉଟାଣିକୁ ନେଇ ଆଶଙ୍କା ଦେଖା ଦେଇଛି । ଏପରିକି ଆସନ୍ତା ୧-୨ ମାସ ମଧ୍ୟରେ କରୋନାର ଆଉ ଏକ ଲହର ଆସିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କିଛି ବିଶେଷଜ୍ଞ ମତ…